Daily Archives

ପ୍ରବଳ ବର୍ଷା ସମ୍ଭାବନା : ୧୫ ଜିଲ୍ଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଶୁକ୍ରବାର ୟେଲୋ ୱାର୍ନିଂ ଜାରି କରାଯାଇଥିବା ବେଳେ ଶନିବାର ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ।
Read More...

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକମାନେ ହେଲେ ବୃଷଭ ବନ୍ଦୀଛୋର(୯) ଏବଂ ଅମିତ ବନ୍ଦୀଛୋର(୭) । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଦୁଇ ସାଙ୍ଗ
Read More...

ମହାପ୍ରୟାଣ ଗାଡି ଯୋଗାଇବାକୁ ଦାବୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକକୁ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଆଗଲପୁର(ଡୁଡୁକା) ବ୍ଲକକୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯାଇ ନଥିବାରୁ ଗରିବ ଅସହାୟ ଲୋକଙ୍କ ମୃତ୍ୟୁ ଘଟିଲେ ଶବ ନେବା
Read More...

ଓଡିଶୀ ସଂଗୀତର ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଉଦ୍ଦେଶ୍ୟରେ ସଂଗୀତ ସଂଧ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ
Read More...

ନଭେମ୍ବର ସୁଦ୍ଧା ୯ ମାଓପ୍ରବଣ ଜିଲ୍ଲାକୁ 4G ସେବା

ଭୁବନେଶ୍ୱର : ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ । ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।
Read More...

ବରୋଦା କାଜୁ ଜଙ୍ଗଲରେ ନିଆଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବରୋଦା କାଜୁ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ଦିନ କୌଣସି କାରଣରୁ ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ ବରୋଦା ଗ୍ରାମ ସ୍ଥିତ କାଜୁ ଜଙ୍ଗଲରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ସ୍ଥାନୀୟ ମହିଳା
Read More...

କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା : ସମସ୍ୟା ସମାଧାନ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଛାତ୍ରଛାତ୍ରୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । କଲେଜରେ ଉତ୍ତେଜନା ଦେଖାଦେବା ପରେ ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ସମସ୍ୟା ସମାଧାନ ଦାବୀରେ
Read More...

ଦେବଦୂତ ସାଜି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ରେଳବାଇ କନେଷ୍ଟବଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେବଦୂତ ସାଜି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଆର୍‌.ପି.ଏଫ୍‌. କନେଷ୍ଟବଳ । ଛତ୍ରପୁର ରେଳ ଷ୍ଟେସନରେ ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ଆରପିଏଫ୍‌ ଯବାନ । ଚଳନ୍ତା ଟ୍ରେନରୁ ଡେଇଁପଡି ଜଣେ ଯୁବକ ରେଳ ଧାରଣା ଭିତରକୁ ଟାଣି
Read More...