ସରିଲା ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ

ଜଟଣୀ : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣର ଅନ୍ତିମ ଦିନ ତଥା ଠାକୁର ମେଳଣ ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସମେତ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଉପବିଷ୍ଟ ଥିବା ୮୦ ହରିହର ବିଗ୍ରହଙ୍କ ଉପରେ ଫଗୁ ସିଞ୍ଚନ କରିଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ବିଭିନ୍ନ ରଙ୍ଗର ଫଗୁ ସିଞ୍ଚନ ସମୟରେ ପବନରେ ଉଡ଼ି ସମଗ୍ର ମେଳଣ ପଡ଼ିଆରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥିଲା ।

Leave A Reply

Your email address will not be published.

5 + two =