Daily Archives

ବସ ଉପରେ ଚଢ଼ାଉ କରି କଫ ସିରପ୍ ଜବତ କରିଛି ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାଠାରେ ବସ ଉପରେ ଚଢ଼ାଉ କରି କଫ ସିରପ୍ ଜବତ କରିଛି ଅବକାରୀ ବିଭାଗ । ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ବସ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ୨୩୦ ବୋତଲ କଫ୍‌ ସିରପ୍‌ ଜବତ୍‌ କରିଛି ।
Read More...

କୋସଲି ସଂସ୍କୃତି ଗବେଷକ ରୁଦ୍ରମଣି ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ, (କେପିଏନ୍‌ଏସ୍‌) : ଯୁବ କୋଶଲ ସଂଗ୍ରାମୀ ତଥା କୋସଲି ସଂସ୍କୃତି ଗବେଷକ ରୁଦ୍ରମଣି ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ଏକ ସ୍ମୃତିସଭା ମହେଶ୍ୱର ମିଳନ ମଣ୍ଡପ ପାଟଣାଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଜଣେ ମେଧାବୀ ଛାତ୍ର ତଥା ଶୃଙ୍ଖଳିତ ଚରିତ୍ରର ବ୍ୟକ୍ତିତ୍ୱ ରୁଦ୍ରମଣି ମେହେରଙ୍କର
Read More...

ଚେକଂ ଚିକିତ୍ସାରେ ଗଲା ଜୀବନ

ନୂଆପଡା, (ନିରାକାର ମେହେର) : ଅନ୍ଧ ବିଶ୍ୱାସର କରୁଣ ପରିଣତି । ନୂଆପଡା ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଦୁଇ ମାସର ଶିଶୁ ପେଟରେ ଚେଙ୍କ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା କୁସୁମଖୁଣ୍ଟା ଗାଁର ଲାଲାଧର ବଚ୍ଛାଙ୍କ ଦୁଇ ମାସର ଶିଶୁ କୁଲଦୀପ ବଚ୍ଛାଙ୍କର
Read More...

ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବୀମା, ପିଇବା ପାଣି ସମସ୍ୟା, ଇଲେକ୍‌ଟ୍ରିକ ସମସ୍ୟା, ଇନ୍‌ପୁଟ୍‌ ସବସିଡ଼ି ଆଦି ଅନେକ ପ୍ରସଙ୍ଗ ଉପରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ସଚିବାଳୟରେ
Read More...

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍ : ୧ ମୃତ, ୪ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଖଇରପଙ୍କର ଲିଙ୍ଗା କନିଆରୀ । ସୂଚନା ଥନୁଯାୟୀ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗାଁରୁ ମା'
Read More...

ଏଟିଏମ୍‌ ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କରଞ୍ଜିଆ : ଯଶୀପୁର ଥାନା ଧୋବାଡିହା ଛକଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍‌ରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଯଶୀପୁର ଥାନା ୪୯ ନଂ ଜାତୀୟ ରାଜପଥ ପାର୍ଶ୍ଵ ଧୋବାଡିହାଠାରେ ଥିବା ଏସବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି । ବିଳମ୍ବିତ ରାତି
Read More...

ସୋଆ-ଆରଏସବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ପାଇଁ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ(ଆଇ) ଲିମିଟେଡ୍‌ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍‌
Read More...

ରାଷ୍ଟ୍ରପତିଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ନୀଳଗିରି : ରାଷ୍ଟ୍ରପତି ଭବନରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓଡିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପୁଷ୍ପଗୁଛ ପ୍ରଦାନ ପରେ ପ୍ରତାପ ତାଙ୍କ ସହ ଓଡିଶାର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଆଲୋଚନା
Read More...

ପିକଅପ୍ ଭ୍ୟାନ ଧକ୍କାରେ ୧ ମୃତ

ଭୋଗରାଇ : ଜଳେଶ୍ଵର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ସଂଲଗ୍ନ ଭୋଗରାଇ ଥାନା ଅନ୍ତର୍ଗତ ବାଟଗ୍ରାମ- ମାନକୁଣ୍ଡା ଭୁଆବନ୍ଧରେ ଏକ ଅଜଣା ଗୋରୁ ବୋଝେଇ ପିକ ଅପ ଭ୍ୟାନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଟଗ୍ରାମ ଅଞ୍ଚଳର କିଛି ଯୁବକ ବାଟଗ୍ରାମ-
Read More...

ଘାଟିରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ

ଖଲ୍ଲିକୋଟ : ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡିଛି । ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ (ନଂ ଏପି ୧୬ ଟିକେ ୦୫୪୯) ଅଣ୍ଡା ବୋଝେଇ କରି ଭୁବନେଶ୍ୱର ଯାଉଥିଲା । ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର
Read More...