pakka

ରାଷ୍ଟ୍ରପତିଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ

bbehera

ନୀଳଗିରି : ରାଷ୍ଟ୍ରପତି ଭବନରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓଡିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପୁଷ୍ପଗୁଛ ପ୍ରଦାନ ପରେ ପ୍ରତାପ ତାଙ୍କ ସହ ଓଡିଶାର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ନିଜ ସୀମାନ୍ତ ଜିଲ୍ଲାର ରାଷ୍ଟ୍ରପତି ହେବା ବହୁ ଗର୍ବର କଥା ଆଉ ଓଡିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଏହା ଲିପିବଦ୍ଧ ହୋଇ ରହିବ ବୋଲି କହିବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

11 + one =