Daily Archives

ବଲାଙ୍ଗିର ପୌର ପରିଷଦର ୱାର୍ଡ ନମ୍ବର ୨ର ସମସ୍ୟା ବୁଝିଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦର ୱାର୍ଡ ନମ୍ବର ୨ର ସାଧାରଣ ଜନତାଙ୍କ ସମସ୍ୟାର ଖବର ପାଇ ଅସୁବିଧା ସ୍ଥଳକୁ ପୌରାଧ୍ୟକ୍ଷା ଲିକା ସାହୁ କାଉନସିଲର ସରିତା ଦାଶଙ୍କ ସହିତ ପହଞ୍ଚି ସମାଧାନର ପ୍ରତିଶୃତି ଦେଇ ଆସିଛନ୍ତି ।
Read More...

ଓଡ଼ିଆ ଭାଷା, କଳା, ସାହିତ୍ୟ ସଂସ୍କୃତି ନ ବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ : ରଞ୍ଜନ ଦାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆଇଡ଼ିଏଲ୍‌ ଅତିଥି ଭବନ ପରିସରରେ ଓଡ଼ିଆ ଭାଷା କଳା ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ଏକ କର୍ମଶାଳା ଟ୍ରଷ୍ଟର ଉପସଭାପତି ମିନତୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଅନୁଷ୍ଠିତକୁ ନେଇ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଥିଲେ ଆଧୁନିକ ଓଡ଼ିଶାର ବିନ୍ଧାଣୀ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଅତୁଳନୀୟ ଭୂମିକା ରହିଛି । ପ୍ରବାଦପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଯୁବଗୋଷ୍ଠୀଙ୍କ ଶିଳ୍ପ
Read More...

ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ ମଣ୍ଡଳ ଓ ୱାଇଏମ୍ଏଫ୍‌ଆଇ ପକ୍ଷରୁ ଆଜି ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସେକ୍ଟର - ୬ ପରିସରରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ ଅରୁଣ କୁମାର ମିଶ୍ର (ଆଇଏଫ୍‌ଏସ୍‌)
Read More...

ବରଗଡ଼ର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆତ୍ମ ନିଯୁକ୍ତି କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ସ୍ଥାନୀୟ ରାଜୀବ ଭବନଠାରେ ନେହେରୁ ଯୁବକେନ୍ଦ୍ର, ବରଗଡ଼ ଦ୍ଵାରା ଏକ ନିଯୁକ୍ତି ଭିତ୍ତିକ କର୍ମଶାଳା ସ୍ଥାନୀୟ ସରପଞ୍ଚ ଯଥା ମୁଖ୍ୟ ଅତିଥି ଅଶୋକ ବାରିକଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାୟ ପାଞ୍ଚ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟଠାରେ ୧୬ତମ ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ତା ୦୨/୦୩/୨୩ ଓ ୦୩/୦୩/୨୩ ଦୁଇ ଦିନ ଧରି ଆୟୋଜିତ ହୋଇଯାଇଛି । ଜୁନିଅର ରେଡ଼କ୍ରସ ପରିବାର ସହ ଜୀବନ ସାରା ଯୋଡି ହୋଇଥିବା ପୂର୍ବତନ ଜୁନିଅର
Read More...

ଫଟାମୁଣ୍ଡାରେ ବନ ବିଭାଗର ଚଢ଼ାଉ : ଅସ୍ଥାୟୀ କରତ କଳ ସାଙ୍ଗକୁ ଲକ୍ଷାଧିକ ଟଙ୍କାର କାଠପଟା ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର, ଲୋଇସିଂହା ଓ ଦେଓଗାଁ ରେଞ୍ଜ ବନବିଭାଗ ମିଳିତ ଭାବେ ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଗୁରୁବାର ରାତିରେ ଚଢ଼ାଉ କରି ଟ୍ରାକ୍ଟର ଦ୍ୱାରା ଚାଲୁଥିବା ଏକ ଅସ୍ଥାୟୀ କରତ କଳ
Read More...

ପାଟଣାଗଡ଼ ବିଜେପି ପକ୍ଷରୁ ଥାନାରେ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ସଦାଶିବ ସରାଫ୍‌) : ଆଜି ପାଟଣାଗଡ଼ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଥାନାକୁ ଆସି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା
Read More...

ଆଜିଠାରୁ ଆରମ୍ଭ ହେବ ବୁବେଲଠାରେ ଦୋଳ ମହୋତ୍ସବ ଓ କଂସ ଦରବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ବୁବେଲଠାରେ ଆଜିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ ତାରିଖରୁ ୭ ତାରିଖ ଯାଏଁ ପ୍ରତିଦିନ ସଂନ୍ଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା
Read More...

ୟଙ୍ଗ ଷ୍ଟାର କ୍ଲବ ଦ୍ୱାରା ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ

ଭବାନୀପାଟଣା, (ପି.କେ.ସାହୁ) : ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଯୁବ ସଂଗଠନ ତରଫରୁ ତିଳଯୋଡିଠାରେ ଥିବା ଫରେଷ୍ଟ କ୍ଵାଟର୍‌ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୁବକ ଯୁବତୀମାନେ ଗାଁରେ ଏକ ପରିକ୍ରମା କରିଥିଲେ । ଲୋକମାନଙ୍କୁ ଲିଫ୍ଟଲେଟ ଦେଇ ବନ୍ୟଜନ୍ତୁଙ୍କୁ ନମାରି
Read More...