Daily Archives

ମଦନପୁର ରାମପୁର ସବ୍‌ଜେଲରୁ ବିଚାରଧୀନ କଏଦୀ ଫେରାର

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଛି । ଏକ ଘରୋଇ ଗଣ୍ଡଗୋଳ କେସରେ ନର୍ଲା ପୁଲିସ ବିଶ୍ଵାମିତ୍ରକୁ…
Read More...

ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

ଭାଲେଣ୍ଟାଇନ ଡେ' ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ଼ ନଂ ୩ ସମ୍ମୁଖରେ ଆସନ୍ତା କାଲି ଭାଲେଣ୍ଟାଇନ ଡେ' ଉପଲକ୍ଷେ ଏକ ରକ୍ତଦାନ ଶିବିର ସ୍ଥାନୀୟ ହରିଭବନଠାରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ବୈଠକରେ…
Read More...

ଉଦ୍‌ଘାଟିତ ହେଲା ବଲାଙ୍ଗିରର ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ପ୍ରଥମ ତଥା ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନାଲ ଇଣ୍ଡିଆନ ଏଫ୍‌ଏମ୍‌ ଉଦ୍‌ଘାଟିତ ହୋଇଯାଇଛି । ପଦ୍ମଶ୍ରୀ ହଳଧର ନାଗ ଓ ବଲିଉଡ ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ ଚ୍ୟାନାଲର ଲୋକାର୍ପଣ କରିଛନ୍ତି । ଚ୍ୟାନାଲର ଠିକଣା ଏଫ୍‌ଏମ୍‌ ୮୯.୬ ରହିଛି ।…
Read More...

ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନର ଖେଳ ବିଲେଇସର୍ଡା ଓ ଭବାନୀପାଟଣା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା ।…
Read More...

ଧନୁଯାତ୍ରା ମହୋତ୍ସବରେ ୪୭ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ୧୩ତମ ବିରାଟ ଧନୁଯାତ୍ରା ମହୋତ୍ସବ -୨୦୨୩ ଲେଲେହରଠାରେ ଧନୁଯାତ୍ରା ମହୋତ୍ସବ କମିଟି ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୦୧ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ…
Read More...

ଆଦର୍ଶ ଶିକ୍ଷୟିତ୍ରୀଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗାଁର ଦିବଂଗତ ଶିକ୍ଷକ ବାଲୁଙ୍କେଶ୍ୱର ସାମନ୍ତରାୟଙ୍କ ପତ୍ନୀ ଶିକ୍ଷୟିତ୍ରୀ ଦ୍ରୌପଦୀ ମହାପାତ୍ରଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଶାନ୍ତି ଶୋଭାଯାତ୍ରା ଓ ଶାନ୍ତି ଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଦେଖିବାକୁ ମିଳୁଛି । କେତେବେଳେ ଖୋଲମ୍‌ ଖୋଲା ବିଜ୍‌ ବଜାର୍‌ରେ ଖଣ୍ଡା ବୁଳୁଛି ତ ଆଉ କେତେବେଳେ ଫୁଟୁଛି ଗୁଳି । ପୁଣି କେତେବେଳେ ଘର ଭିତରକୁ ପଶି ଦୁର୍ବୃତ୍ତତ୍ତ ଭିଆଉଛି ବିଭତ୍ସ ଆକ୍ରମଣ ।…
Read More...

ବେଲପଡା ଦ୍ୱାରିକା ଭୋଜନାଳୟର ଖାଦ୍ୟରେ ବିରାଟ ପୋକ : ଜିଲ୍ଲା ଖାଦ୍ୟ ନିରୀକ୍ଷକ ନୀରବ ଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

ବେଲପଡା, (ଅଶୋକ ବାଗ) : ଅନେକ ଜାଗାରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଦିନକୁ ଦିନ ପ୍ରଶାସନ ତରଫରୁ ଅନେକ ହୋଟେଲମାନଙ୍କୁ ଚଢ଼ାଉ କରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଉଛି । ଯେଉଁଠି ଅଳ୍ପ ମାତ୍ରାରେ ମଧ୍ୟ ଖାଦ୍ୟର ଗୁଣବତ୍ତା ଖରାପ ବାହାରୁଛି ସେହି ହୋଟେଲକୁ ସିଲ କରୁଛି ପ୍ରଶାସନ ।…
Read More...

କଟକ ପାନ୍ଥ ନିବାସରେ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ ଇତି ମଧ୍ୟରେ ତାର ୧୨ବର୍ଷର ଯାତ୍ରା ସଫଳତାର ସହ ପୂଣ୍ଣ କରିଛି । ଅନାଥ ଆଶ୍ରମ, ବୃଦ୍ଧାଶ୍ରମମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ବଦାନ୍ୟ ବନ୍ଧୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ…
Read More...