Daily Archives

ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା କୋଶଲୀ ନାଟକ ‘କିଞ୍ଚିତ୍‌ ଭୋଗମ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି କୋଶଲୀ ନାଟକ ‘କିଞ୍ଚିତ୍‌ ଭୋଗମ୍‌’ । ବୋଡେ଼ନ୍‌ ନିକଟସ୍ଥ କେରାପଦରର ଜ୍ଞାନୋଦୟ ଅନୁଷ୍ଠାନ ଏହି ନାଟକକୁ ପରିବେଷଣ କରିଥିବା ବେଳେ କେଶରଂଜନ ପ୍ରଧାନଙ୍କ ଲିଖିତ ତଥା ଚିତ୍ତରଂଜନ
Read More...

ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ତତ୍ୱାବଧାନରେ ଓ ଏସ୍‌ଏମ୍‌ସି ସଭାପତି ରାଏସିଙ୍ଗ ପାତ୍ରଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଜନ୍ମଦିନ ଅବସରରେ ଅନାଥାଶ୍ରମରେ ସାମୁହିକ କାର୍ଯ୍ୟକ୍ରମ

୧୮ ତାରିଖରେ ହେବ ମେଗା ରକ୍ତଦାନ ଶିବିର ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଅନନ୍ୟ ଶ୍ରମିକ ନେତା ଲଳିତ ନୟାକଙ୍କ ୬୪ତମ ଜନ୍ମଦିନକୁ ଜିଲ୍ଲା ବ୍ୟାପୀ ପାଳନ କରାଯାଇଛି । ଲଳିତ ନାୟକ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମ, ଅନାଥାଶ୍ରମରେ ସମବେତ ଭୋଜନ
Read More...

ହକି ବିଶ୍ୱକପ ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାକ ଗ୍ରାମସଭା ଅନୁଷ୍ଠିତ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ପଞ୍ଚାୟତରେ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରାକ ଗ୍ରାମସଭା ଓ ପଞ୍ଚାୟତ ଉନ୍ନତିକରଣ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟତଃ ପାନୀୟ ଜଳ ଓ ସ୍ଵଚ୍ଛ ଭାରତ ଉପରେ ଆଲୋଚନା ହୋଇଥିବା ବେଳେ
Read More...

ଅଲାତରାଠାରେ ଗ୍ରାମ ସଭା ସହ ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ସସ୍ମିତା ନାଗଙ୍କ ତତ୍ୱାବଧାନରେ ଆଜି ଗ୍ରାମ ସଭା ସହ ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା
Read More...

ପାଟଣାଗଡ ନକଟାସର ଗ୍ରାମରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ ନକଟାସର ଗ୍ରାମରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପରିଭ୍ରାଜକ ମୀନ କେତନ ପାତ୍ର, ସହଯୋଗୀ ବିଜୟ ପଧାନ ତଥା ବ୍ରହ୍ମବାଦିନୀ ମହିଳା ଟ୍ରଲି ସହିତ ଆସି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
Read More...

ସୋମନାଥ ପାଢୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ରୁଗୁଡିପଡାର ଜଣାଶୁଣା ଭଗବତ ପ୍ରେମୀ ସୋମନାଥ ପାଢୀ(୮୬)ଙ୍କ ବୁଧବାର ପୂର୍ବାହ୍ନ ୯ଟା ୧୦ ମିନିଟ୍‌ରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଦରଦୀ ମଣିଷ, ଭଗବତ ପ୍ରେମୀ ଓ ବିଶ୍ୱାସୀ ଭାବେ ଜନମାନସରେ ବେଶ ପରିଚିତ ଥିଲେ । ଏହି ଖବର
Read More...

ରୁପେ ଡେବିଟ କାର୍ଡ ଏବଂ କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍‌ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ
Read More...

ଏକ ଜାତୀୟ ସ୍ତରର ବହୁ-ରାଜ୍ୟ ବିହନ ସୋସାଇଟି ଗଠନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

• ଏହା ବହୁରାଜ୍ୟ ସମବାୟ ସମିତି (ଏମ୍‌ଏସ୍‌ସିଏସ୍‌) ଆଇନ, ୨୦୦୨ ଅନୁସାରେ ଗଠିତ ହେବ• ପ୍ରାଥମିକ କୃଷି ଋଣ ସୋସାଇଟି ବା ପାକ୍ସରୁ ଆପେକ୍ସ (ଶୀର୍ଷ): ଏହି ଜାତୀୟସ୍ତରର ବିହନ ସମବାୟ ସମିତିରେ ପ୍ରାଥମିକରୁ ଜାତୀୟ ସ୍ତରର ସମବାୟ ସମିତିମାନ ସଦସ୍ୟ ହୋଇପାରିବେ• ପ୍ରାଥମିକ ସୋସାଇଟି, ଜିଲ୍ଳା,
Read More...
error: Content is protected !!