Daily Archives

ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତର ଭଳିଆମୁଣ୍ଡା ଗ୍ରାମରେ ସଞ୍ଜୟ କୁମାର ସାହୁଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ନେଇ
Read More...

ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମଣ୍ଡିରେ କଟନୀ ଛଟନୀ ହେଲେ ମଣ୍ଡି ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ତେବେ ଏହି ଅବସରରେ ବିଧାୟକ ନରସିଂହ
Read More...

ବିଶ୍ୱକପ ହକି ଟ୍ରଫିକୁ ମାଲକାନଗିରି ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି : ବିଶ୍ୱକପ ହକି ଟ୍ରଫି ଓ ମାସ୍କଟକୁ ପାରମ୍ପରିକ ଆଦିବାସୀ ନୃତ୍ୟ ସଙ୍ଗୀତ ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କୋରାପୁଟ ଠାରୁ ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଓ ମାଲକାନଗିରି ସହର ପ୍ରବେଶ ଦ୍ୱାର
Read More...

ମୁଡପଲା ଗାଁକୁ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ବ୍ଲକର କୁଲତାପଡା ପଂଚାୟତର ମୁଡପଲା ଗାଁକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି
Read More...

ଛାତରୁ ଖସି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସାଲେପାଲି ଗାଁର ନରେଶ ଧରୁଆ ନାମକ ଜଣେ ଯୁବକ ନିଜ ଘର ଛାତ ଉପରେ କାମ କରୁଥିଲେ । ହଠାତ୍‌ ମୁଣ୍ଡ ବୁଲାଇବାରୁ ସେ ଛାତ ଉପରୁ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜକ ଓ ଡାକ୍ତରଖାନାରେ
Read More...

ପାଚିକା ସଂଘ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି : କୋନ୍ଧିଓଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଚିକା ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାରୁ ଜଗବନ୍ଧୁ ବେମାଲ, ସମ୍ମାନିତ ଅତିଥି ଭାବେ ଦୁର୍ଯ୍ୟ ଗୌଡ଼, ଟଙ୍କଧର ବାବୁ, ଡୋମେ ମାଝି, ଇନ୍ଧିରା ନାୟକ, ଗଜେନ୍ଦ୍ର ଗୌଡ଼ ସେସମଲ
Read More...

ମୂଳଚାଲ ଚାଲିଥିବା ବେଳେ ମହାବଳ ବାଘ ଛାଲ ଜବତ, ୧ ଗିରଫ

ନବରଙ୍ଗପୁର : ମୂଳଚାଲ ଚାଲିଥିବା ବେଳେ ଏକ ମହାବଳ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଗିରଫ ଯୁବକ ଜଣକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସତନାମୀ ସାହିର କମଲ କୁମାର ମହାନ୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବାଘ ଛାଲ ମୂଳଚାଲ ଚାଲିଥିବା ବେଳେ ବିଶ୍ୱସ୍ତ
Read More...

ଦୋକାନରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ଥିବା ଉଆନପ୍ଲସ କଲେକ୍ସନ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଦୋକାନ ମାଲିକ ଦୋକାନ ବନ୍ଦ
Read More...

ହକି ବିଶ୍ୱକପ୍‌ରେ ଯୋଗ ଦେବାକୁ କେରଳ, ମଣିପୁର ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍‌ରେ ଯୋଗ ଦେବାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆଯାଉଛି । ହକି ବିଶ୍ୱକପ୍‌ ନିମନ୍ତେ କେରଳ, ମଣିପୁର ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ
Read More...

ଓଡ଼ିଶାରେ ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ

ରବି ରଥ ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ
Read More...