Daily Archives

ଲୋକଙ୍କ ଖାଦ୍ୟ ସୁରକ୍ଷା ହେଉଛି ସୁନିଶ୍ଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଏନ୍ଏଫ୍ଏସ୍ଏ ଏବଂ ଟିପିଡିଏସ୍ ପରି ସୂଚକାଙ୍କରେ ଓଡ଼ିଶା ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ରାଜ୍ୟର ୩.୩୩ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା
Read More...

ହକି ବିଶ୍ୱକପ୍‌ରେ ଯୋଗ ଦେବାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍‌ରେ ଯୋଗ ଦେବାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆଯାଉଅଛି । ଏହି କ୍ରମରେ ତ୍ରିପୁରା, ହରିୟାଣା, ଗୋଆ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସହରାଂଚଳ ମୋ ସେବା କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ବାପୁଜୀନଗରରେ ଆଦର୍ଶ 'ସହରାଂଚଳ ମୋ ସେବା କେନ୍ଦ୍ର' ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରେ କୃଷକ ପଞ୍ଜିକରଣ, ଶ୍ରମ ପଞ୍ଜିକରଣ, ଜନ୍ମମୃତ୍ୟୁ ପ୍ରମାଣପତ୍ର, ଆଧାର ଓ ପାନ୍ କାର୍ଡ,
Read More...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସରେ କାଳିନ୍ଦୀରେ କାଳୀୟ ଦଳନ କଲେ କୃଷ୍ଣ

ବରଗଡ଼, (କେପିଏନ୍‌ଏସ୍‌) : ରାଣୀ ପଦ୍ମାବତୀଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ପଦ୍ମଫୁଲରୁ କଂସ ମୁଣ୍ଡରେ ପ୍ରବେଶିଥିବା ଦୁଷ୍ଟବୁଦ୍ଧି କାଳିନ୍ଦୀ ହ୍ରଦ ଷଡ଼ଯନ୍ତ୍ର ରଚନାର କାରଣ ପାଲଟିଥିବା ବେଳେ କୃଷ୍ଣପଦ ସ୍ପର୍ଶରେ ହଳାହଳ ବିଷ ଛାଡ଼ି କାହିନ୍ଦୀ ହ୍ରଦ ପୂର୍ବ ରୂପକୁ ଫେରିଛି । ଅଭିଶପ୍ତ
Read More...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ
Read More...

ବ୍ଲକସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଥୁଆମୂଳ ରାମପୁର : କଳାହାଣ୍ଡି ଉତ୍ସବ 'ଘୁମୁରା' ୨୦୨୩ ପାଳନ ଅବସରରେ ପଞ୍ଚାୟତ ସ୍ତରରୁ ବ୍ଲକ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଭବାନୀପାଟଣାରେ ଆସନ୍ତା ୧୪ ତାରିଖରୁ ୩ ଦିନ ଧରି ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ'ଘୁମୁରା' ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଇତି
Read More...

ସଡକ ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁଇଁତଳା ଗ୍ରାମ ନିବାସୀ ଗଞ୍ଜାମ କଲେଜ କର୍ମଚାରୀ ତଥା ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ସଭାପତି ଅଜୟ କୁମାର ବାରିକି ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ସେ କୌଣସି କାମରେ ନିଜ ପଲସର୍‌ ବାଇକ୍‌ରେ ଗଞ୍ଜାମ ମାର୍କେଟ
Read More...

ଆଜି ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ : ନୂଆବର୍ଷ ଓ ପବିତ୍ର ଶାମ୍ବଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ ପ୍ରକାଶ କରିଛନ୍ତି ।
Read More...