Daily Archives

ଅସୀତ ମହାନ୍ତି ପାଇବେ ପୁସ୍ତକ ମେଳା ପୁରସ୍କାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟାବହତାରୁ ମୁକୁଳିବା ପରେ ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ପୁରୀ ଶରଧାବାଲିରେ ୨୭ତମ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି । ଜାନୁଆରୀ ୩ ରୁ
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକ ମୃତ

ନିମବାହାଳି : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଳୁ ଗାଁରେ ଶିକାର ପାଇଁ ବିଛା ହୋଇଥିବା ଫାଶରେ ପଡ଼ି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି
Read More...

ଆସନ୍ତା ୬ରେ କଂସବଧ, ପୌଷପୂର୍ଣ୍ଣିମା ପାଇଁ ୭ ତାରଖରେ ବରଗଡ଼ ଛୁଟି

ମଥୁରାନଗରୀ : ଆସନ୍ତା ୭ ତାରିଖ ଶନିବାର ଦିନ ବରଗଡ଼ ଉପଖଣ୍ଡ ଛୁଟି ରହିବ ବୋଲି ଉତ୍ତରାଂଚଳ ରାଜସ୍ୱ କମିଶନର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ପୌଷପୂର୍ଣ୍ଣମା ପାଇଁ ଏହି ଛୁଟି ଘୋଷଣା କରାଯାଇଥିବାରୁ ଆସନ୍ତା ୬ରେ କଂସବଧ ପରେ ୭ରେ ଏହି ଛୁଟି ମିଳିବ ବୋଲି ବରଗଡ଼ ଜିଲ୍ଲା ପ୍ରଶାସନ
Read More...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମହେଶପୁର ଗ୍ରାମ ବାସିନ୍ଦା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ସଂସ୍କୃତ ଶିକ୍ଷକ ସ୍ଵର୍ଗତ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଥିଲେ । ସମାଜସେବୀ ପ୍ରଦୀପ କୁମାର
Read More...

ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଫୁଡ୍ ମହୋତ୍ସବ ପାଳିତ

ଭଦ୍ରକ : ୨୦୨୨ ବର୍ଷକୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରିବାର ଲକ୍ଷ୍ୟ ନେଇ ଶନିବାର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଏକ ଫୁଡ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଯୋଗ ଶିକ୍ଷା କେନ୍ଦ୍ରର ମହିଳା ଓ ପୁରୁଷମାନେ ନିଜ ଘରେ ପ୍ରସ୍ତୃତ କରି
Read More...

ଗାଧୋଇବା ବେ​‌ଳେ ପାଣିରେ ବୁଡି ନାବାଳକ ମୃତ

ଗୋଛାପଡା : ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଲାବୁରୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦରିସୁଗା ଗ୍ରାମରେ ପାଣି ବୁଡି ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ଟୁନା କହଁର(୧୫) । ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ଟୁନା କହଁର ପଢ଼ୁଥିଲେ ।
Read More...

ଭାଲୁ ଚମଡା ଓ ନଖ ଜବତ : ୨ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବନବିଭାଗ ଦେବ୍ରିଗଡ ଦେଚୂଆନ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ଦୁଇଟି ଜନ୍ତୁ ଶିକାର ମାମଲାର ପର୍ଦ୍ଦାଫାସ କରିଛି । ଗ୍ରାହକ ବେଶରେ ଯାଇ ବନ୍ୟଜନ୍ତୁଙ୍କ ଚମଡା ଓ ନଖ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଜଣ ଅଭିଯୁକ୍ତ ହେଲେ
Read More...

ମେଗାଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବୀରେ ତହସିଲଦାରଙ୍କୁ ଭେଟିଲେ ଲଡୁଗାଁ ପଞ୍ଚାୟତର ଚାଷୀ

କୋକସରା : କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା କୋକସରା ଓ ଧର୍ମଗଡ଼ର ୨୫ ହଜାର ହେକ୍ଟରରୁ ଉର୍ଦ୍ଧ ଚାଷଜମିକୁ ଜଳସେଚନ ଆରମ୍ଭ ହୋଇଥିଲା । ରବି ଋତୁ ଧାନଚାଷ ପାଇଁ ଡିଏମ୍‌ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା ବ୍ଲକର ପାଖାପାଖି ୧୩ ହଜାର
Read More...

ମଝି ସମୁଦ୍ରରେ ଗୋଷ୍ଠୀ ସଂଘର୍ଷ : ୨ ମତ୍ସ୍ୟଜୀବୀ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମାଛ ଧରିବାକୁ ଯାଇଥିବା ୨ ଗୋଷ୍ଠୀ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ଦୁହେଁ ହେଲେ ପେଣ୍ଠକଟାର ଓ.ଶିବା(୨୦) ଓ ସିଏଚ୍‌. ଗୋବିନ୍ଦ(୨୦) । ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Read More...

ପାଟ୍ରୋଲିଂ ବେଳେ ଟ୍ରକ୍‌କୁ ପିଟିଲା ପିସିଆର ଭ୍ୟାନ୍, ୪ ପୋଲିସ କର୍ମୀ ଗୁରୁତର

ସମ୍ଵଲପୁର : ପାଟ୍ରୋଲିଂ ସମୟରେ ଟ୍ରକକୁ ପିଟିଲା ଅଇଁଠାପାଲି ପୋଲିସର ପିସିଆର ଭ୍ୟାନ୍ । ଏହି ଦୁର୍ଘଟଣାରେ ୪ ପୋଲିସ କର୍ମୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ଭୋର୍ ୫ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ସମ୍ବଲପୁର ଅଇଁଠାପାଲି ଥାନାର ପିସିଆର ଭ୍ୟାନ୍ ଏକ ଟ୍ରକ୍ ସହ
Read More...