ବିଦାୟ ପୂର୍ବରୁ ବରକୁ ଝଟ୍କା ଦେଲା କନ୍ୟା : କଳା ବର ସହ ଯିବି ନାହି ବୋଲି ଜିଦ୍ ଧରିଲା
ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁରରେ ବିବାହ ପରେ କନ୍ୟାର ନିଷ୍ପତ୍ତି ସମଗ୍ର ପରିବେଶକୁ ବଦଳାଇ ଦେଇଛି । ବରର ହୋସ୍ ଉଡ଼ିଗଲା କନ୍ୟାର କଥା ଶୁଣି । ତାଙ୍କ ପରିବାର ଏବଂ ବରର ପରିବାର ମଧ୍ୟ ଝିଅର କଥାରେ ଆଶ୍ଚର୍ଯ୍ୟ ହୋଇଗଲେ । ସୂଚନା ଅନୁସାରେ ବିବାହର ସମସ୍ତ ରୀତିନୀତି ସମାପ୍ତ ହେବା!-->…
Read More...
Read More...