କଫ୍ ସିରଫ ବିକ୍ରିକୁ କେନ୍ଦ୍ର କରି ଗଣ୍ଡଗୋଳ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ବରପାଲିପଡାଠାରେ କଫ୍ ସିରଫ ବିକ୍ରିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏହି ଗଣ୍ଡଗୋଳରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦିନ ବେଳା ବରପାଲିପଡାରେ!-->…
Read More...
Read More...