କନସିଂହା ସେବା ସମବାୟ ସମିତି ଲିଃ ନିର୍ବାଚନରେ ଦସ୍ତଖତ ଜାଲିଆତି ଅଭିଯୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କନସିଂହା ସେବା ସମବାୟ ସମିତି ଲିଃ.ର ଡାଇରେକ୍ଟର ପଦବୀ ପାଇଁ ନାମାଙ୍କନ ପତ୍ରରେ ସମର୍ଥକ ଏବଂ ପ୍ରସ୍ତାବକଙ୍କ ଦସ୍ତଖତ ଜାଳିଆତି ଅଭିଯୋଗରେ ଜଣେ ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ଜଣାପଡିଛି । ସେହିପରି ଅନ୍ୟ ପ୍ରାର୍ଥୀ!-->…
Read More...
Read More...