ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶା ଅଫିସ ଗୃହ ଉଦ୍ଘାଟିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ବିଜୟ ବିହାରଠାରେ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ରାଜ୍ୟ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବରେ ଅବସରପ୍ରାପ୍ତ କୂଳପତି କୁମରବର ଦାସ, ବାଲେଶ୍ୱର ବିଶ୍ୱ ବିଦ୍ୟାଳୟର ଫକୀର ମୋହନ ଯୋଗ ଦେଇଥିଲେ ।!-->…
Read More...
Read More...