Yearly Archives

2022

ବରଗଡ଼ ଜିଲ୍ଲାରେ ୬୮ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ରାତିରୁ ଏ ପର୍ଯ୍ୟନ୍ତ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚିତ ଚଳିତ ମାସ ୨୪ ତାରିଖ ସୁଦ୍ଧା ୬୫୦ ମିଲିମିଟର…
Read More...

ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସେକ୍ଟର ୫ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲଠାରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ…
Read More...

ରାଜବୋଡାସମ୍ବର ସଂଗୀତ ସମିତି ତରଫରୁ ମୁହୁରୀ‌ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାମଜୀ ଟାଉନ୍‌ ହଲ‌ଠାରେ ସଂଗୀତ ସମିତି ପଦ୍ମପୁର ଆନୁକୂଲ୍ୟରେ ପ୍ରଥମ ରାଜବୋଡାସମ୍ବର ମୁହୁରୀ‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ‌ରେ ବିଭିନ୍ନ ଗ୍ରାମରୁ ଆସିଥିବା ଦଳ ଓ‌ ମୁହୁରୀ‌ ବାଦକାର‌ ଏବଂ ସାଥୀ କଳାକାର ଶହ ଶହ ସଂଖ୍ୟାରେ‌…
Read More...

ଯୁବ ହଷ୍ଟେଲ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଯୁଵ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ଅନ୍ତରାଳରେ ସ୍ୱାସ୍ଥ୍ୟ ସମ୍ପନ୍ନ ରହିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ…
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୦ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର…
Read More...

ଓୟୁଡବ୍ଲୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇଓଡବ୍ଲୁଜେ ସହବନ୍ଧିତ ଓୟୁଡବ୍ଲୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଗତ ୨୨ ତାରିଖ ଦିନ ଝାରସୁଗୁଡାର ହୋଟେଲ କିଙ୍ଗ୍ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁସ୍ଥ ସମାଜ ଗଠନରେ…
Read More...

ନୂଆ ଗୁଡେଶିରା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଞ୍ଜେଁନବାହାଲ ବିଜୟୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ପଡିଆଠାରେ ଏକ ଫୁଟବଲ ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚାରୋଟି ଦଳ ରେଙ୍ଗାଲପାଲି, ବଞ୍ଜେଁନବାହାଲ, ବିଶିପାଲି ଓ ଗୁଡେଶିରାମାନେ ଭାଗୀଦାରି ହୋଇଥିଲେ । ଏବଂ ବଞ୍ଜେଁନବାହାଲ ବିଜୟୀ ହୋଇଥିଲେ ।…
Read More...

ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୯ ଅଭିଯୁକ୍ତଙ୍କୁ ଗିରଫ କଲା ଫୁଲବାଣୀ ସଦର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ,…
Read More...

ଶିଶୁଗୃହଠାରେ ନିଜ ଝିଅ ରୁହିଙ୍କ ଜନ୍ମଦିନ ପାଳିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଶିଶୁଗୃହଠାରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ନିଜ ପରିବାର ସହ ଝିଅ ରୁହିଙ୍କ ଜନ୍ମଦିନକୁ ଶିଶୁଗୃହ ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି । ଏହି ଖୁସି ମୁହୂର୍ତ୍ତରେ ଶିଶୁଗୃହର ଅନ୍ତେବାସୀ ଶିଶୁ ସମୂହ, ଜିଲ୍ଲା ଶିଶୁ…
Read More...

ମଙ୍କିପକ୍ସ ରୋଗ ସମ୍ପର୍କରେ ସଦ୍ୟତମ ରିପୋର୍ଟ

ଏନ୍ଆଇଭି ପୁନେ ଦ୍ୱାରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ରହିଥିବା ସମ୍ପର୍କରେ ପୁଷ୍ଟିକରଣଦିଲ୍ଲୀସ୍ଥିତ ଲୋକ ନାୟକ ହସ୍ପିଟାଲ୍‌ରେ ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ରଖାଯାଇଛିଡିଜିଏଚ୍ଏସ୍ ଦ୍ୱାରା ଆଜି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଦିଲ୍ଲୀ,…
Read More...