ସର୍ପାଘାତରେ ଯୁବକ ମୃତ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଏହି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ମାନସ ବୋଲି ଜଣାପଡିଛି । ସୂଚନା ଅନୁସାରେ ମାନସ ଶନିବାର ସକାଳ ୭ଟା ସମୟରେ ବିଲକୁ ଘାସ କାଟିବାକୁ!-->…
Read More...
Read More...