pakka

ହ୍ୱାଟ୍‌ସଆପ୍‌ରେ ନକଲି ଆକାଉଣ୍ଟ ପ୍ରତି ସାବଧାନ : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାଇବର୍ ଠକମାନେ ଏବେ ହ୍ୱାଟ୍‌ସଆପ୍‌ ଜରିଆରେ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲୁଥିବା ଦୃଷ୍ଟିଗୋଚର ହୋଇଅଛି । ଏଭଳି ଆକାଉଣ୍ଟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ, ଆବଶ୍ୟକ ସ୍ଥଳେ ପୋଲିସ୍‌କୁ ସୂଚନା ଦିଅନ୍ତୁ । ହ୍ୱାଟ୍‌ସଆପରେ ଆସୁଥିବା ଅଜଣା ଓ ସନ୍ଦେହଜନକ ଲିଙ୍କ୍ କ୍ଲିକ କରନ୍ତୁ ନାହିଁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

fourteen + 10 =