ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ଯୋଗାଇ ଦେବାକୁ…
ପାଟଣାଗଡ଼, (ଗୋରେଖନାଥ ବରିହା) : ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ପଣ୍ଡାମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ଵାସ୍ଥ୍ରବସ୍ଥାରେ ସୁଧାର!-->…
Read More...
Read More...