ଶିଶୁ ସୁରକ୍ଷା ୟୁନିଟର ତାଲିମ : ଶିଶୁ ଯତ୍ନ ଅନୁଷ୍ଠାନରୁ ଶିଶୁଙ୍କ ପାରିବାରିକ ପୁନଃ ମିଶ୍ରଣ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଆରଏସ୍ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟଠାରେ ଏକ ଦୁଇ ଦିନିଆ ଶିଶୁ ଯତ୍ନ ଅନୁଷ୍ଠାନରୁ ଶିଶୁଙ୍କ ପାରିବାରିକ ପୁନଃ ମିଶ୍ରଣ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ଜିଲ୍ଲା ସମାଜ ମଙ୍ଗଳ!-->…
Read More...
Read More...