Yearly Archives

2022

ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ

ସେପ୍ଟେମ୍ବର ୧୧ ଭୁବନେଶ୍ୱର ଆନ୍ଦୋଳନରେ ଯୋଗଦେବା ପାଇଁ ସଂଘର ନିଷ୍ପତ୍ତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ସୁଧାଂଶୁ ଶେଖର ବାରିକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ…
Read More...

ଓଜନ ଏବଂ ମାପନ ଉପକରଣ ନିର୍ମାତା/ରପ୍ତାନିକାରୀଙ୍କୁ କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ନୋଟିସ : ମାଗିଲେ ଅନୁପାଳନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀ ମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି । ବିଶେଷ କରି ଇ-କମର୍ସ ପ୍ଲାଟଫର୍ମରେ…
Read More...

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ : ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ । ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ…
Read More...

ମୃତକଙ୍କ ପରିବାର ବର୍ଗଙ୍କୁ ମା’ ଉଜ୍ଜଳେଶ୍ୱରୀ ଗନମ୍ୟାନ ସଂଘ ତରଫରୁ ସହାୟତା ପ୍ରଦାନ

ଗଞ୍ଜାମ : ମା' ଉଜ୍ଜଳେଶ୍ଵରୀ ଗନମ୍ୟାନ ସଂଘ ତରଫରୁ ଆସୋସିଏସନର ଜନୈକ ସଦସ୍ୟଙ୍କ ବିୟୋଗରେ ତାଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇଛି । ସଂଘ ସଦସ୍ୟ ସୁରେଶ କୁମାର ଦାଶଙ୍କ ବିୟୋରେ ତାଙ୍କ ବିଧବା ପତ୍ନୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଛତ୍ରପୁର ସହର…
Read More...

ବାଲା ଓ ପୋଷଣ ବଗିଚାକୁ ନେଇ ସଚେତନତା କାର୍ଯ୍ୟକ୍ରମ

ନର୍ଲା : କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ, ତୁଳାଗାଁ କ୍ଲଷ୍ଟର, ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ, ସାଥୀ ଟିମ ଜରିଆରେ ଏକ ବାଲା (ବିଲଡିଙ୍ଗ୍ ଆଣ୍ଡ ଲରର୍ଣ୍ଣି ଏଡ) ଏବଂ ପୋଷଣ ବଗିଚାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ଏଥିରେ କୈବଲ୍ୟା…
Read More...

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଘଟଗାଁ ବିଇଓ

ଘଟଗାଁ : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଘଟଗାଁ ବିଇଓ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ବେହେରା । ବାଲେଶ୍ଵର ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଡିଏସ୍‌ପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ଵରେ ତିନିଜଣ ଇନିସ୍ପେକ୍ଟର…
Read More...

ପୋଖରୀରେ ବୁଡ଼ି ସପ୍ତମ ଶ୍ରେଣୀ ଛାତ୍ର ମୃତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ଅଭାବନୀୟ ଘଟଣା । ସ୍କୁଲ ଯାଇଥିବା ସପ୍ତମ ଶ୍ରେଣୀ ଛାତ୍ର ପୋଖରୀରେ ବୁଡ଼ି ମୃତ । ମୃତ ଛାତ୍ର ଜଣଙ୍କ ହେଲେ ରାଜନନ୍ଦନ ସାହୁ । ସେ ଚିକିଲିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ…
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୧ତମ ପ୍ରତିଷ୍ଠା ଦିବସ

‘ଚାପଗ୍ରସ୍ତ ସାମ୍ବାଦିକ ଓ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୧ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘୀୟର ସଦସ୍ୟମାନଙ୍କ ଉପସ୍ଥିତିରେ ବରିଷ୍ଠ ସଦସ୍ୟ…
Read More...

ଜୁନିଅର ରେଡକ୍ରସ ତରଫରୁ ମେଧାବୀ ଛାତ୍ରଙ୍କୁ ସହାୟତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ମେଧାବୀ ଛାତ୍ର କ୍ରିସଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୋନପୁର ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ର କ୍ରିସ ନାଏକ ମ୍ୟାଟ୍ରିକ ପରୀକ୍ଷା-୨୦୨୨ରେ କୃତିତ୍ୱ ହାସଲ କରିଛନ୍ତି । ମ୍ୟାଟ୍ରିକ…
Read More...

ପାଟଣାଗଡ଼ ଏନ୍‌ଏସିରୁ ଜନ୍ମ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସହ ହିତାଧିକାରୀଙ୍କ ବହୁବିଧ ସ୍ୱାର୍ଥ ପାଇଁ ୫ଟି ଯୋଜନାରେ ଅନେକ ଯୋଜନା ହାତକୁ ନେଇଥିବା ବେଳେ ଏଥିରୁ ବଞ୍ଚିତ ହେବା ସହ ଅଧିକାରୀଙ୍କ ମନମୂଖୀ ଶାସନ ଯୋଗୁଁ ଜନ୍ମଗତ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଥିବା ଅଭିଯୋଗ…
Read More...