Yearly Archives

2022

କ୍ରାନ୍ତି-ଜାଗୃତି ସମାରୋହ ଉଦ୍‌ଯାପିତ

ଅତୀତକୁ ଭୁଲିଗଲେ ଲଢେଇ କରିହୁଏ ନାହିଁ : ନରସିଂହଗ୍ରାମାଞ୍ଚଳରୁ ନେତା ବାହାରିଲେ ଗଣତନ୍ତ୍ର ସୁରକ୍ଷିତ ରହିବ : ପ୍ର. ମଧୁସୂଦନ ପତିବଲାଙ୍ଗିରରୁ ଚୁଡାପାଲି ପରିକ୍ରମା କଲା ବିଶାଳ ମୋଟର ସାଇକଲ ରାଲିସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତଲୋକାର୍ପିତ ହେଲା
Read More...

ଡାନ୍ସ କରିବାକୁ ମନା କରିବାରୁ ୧୩ ପିଲାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଶିକ୍ଷକ

ଗୁମ୍‌ଲା : ଝାଡଖଣ୍ଡର ଗୁମ୍‌ଲା ଜିଲ୍ଲାର ଚେନପୁର ବ୍ଲକରେ ଅବସ୍ଥିତ ସେଣ୍ଟ ମାଇକେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଶିକ୍ଷକ ମାଡ ମାରି ୧୩ ଜଣ ଛାତ୍ରଙ୍କୁ ଆହତ କରି ଦେଇଥିବା ସୂଚନା ମିଳିଛି । ସମସ୍ତ ଛାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚେନପୁରରେ ଚିକିତ୍ସିତ ହୋଇଥିଲେ । ଯେତେବେଳେ
Read More...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ବ୍ଲକ ମହୁଲପାଲି ଅଙ୍ଗନଦୀରୁ ଜଳ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୩୦ଟି ଜିଲ୍ଲାରୁ ପାଣି ଓ ମାଟି ଯିବ ସେହିପରି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ମହୁପାଲି ପଞ୍ଚାୟତ ମହୁପାଲି ଗାଁରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମହୁଳପାଲି ଅଙ୍ଗ ନଦୀରୁ ଆଜି ଜଳ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଦୁଇ ଜାଗାରୁ ଘେଁସ ଓ ପାଣିମୋରାରୁ
Read More...

ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ଜଟଣୀ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ପରିଭ୍ରମଣ କରୁଥିବା ଗୋଟିଏ ଅହିଂସା ରଥକୁ ଜଟଣୀ ବ୍ଲକ ଓ ବାଲିଅନ୍ତା ବ୍ଲକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅହିଂସା ରଥ ନିର୍ଦ୍ଧାରିତ ସମୟରେ ଜଟଣୀ ଥାନାରୁ
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କରାଯାଉଛି ।
Read More...

ଗାଁକୁ ପଶିଲେ ମା’ ଓ ଛୁଆ ଭାଲୁ : ଲୋକେ ଆତଙ୍କିତ

ନୂଆପଡା, (ନିରାକାର ମେହେର) : ସଦର ବ୍ଲକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘରର ବାଡିକୁ ମା' ଓ ଛୁଆ ଭାଲୁ ପଶିଥିଲେ । ଏବେ ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଲାଉଛନ୍ତି । ଆଜି ସକାଳେ ସଦର ବ୍ଲକ ଗୋଡଫୁଲା ଗାଁକୁ ମା' ଓ ଛୁଆ ଭାଲୁ ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ
Read More...

ଏୟାର ହୋଷ୍ଟେସଙ୍କ ଘରେ ପ୍ରବେଶ କରି ସ୍ଥାନୀୟ ନେତା ବଳାତ୍କାର କରିଥିଲେ, ପୀଡିତା ଅଭିଯୁକ୍ତକୁ ଘରେ ତାଲା ପକାଇ ଦେଲେ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମହରୁଲି ଅଞ୍ଚଳରେ ଜଣେ ଏୟାର ହୋଷ୍ଟେସଙ୍କୁ ତାଙ୍କ ଘରେ ପ୍ରବେଶ କରି ବଳାତ୍କାର କରିବାର ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ସ୍ଥାନୀୟ ନେତାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ
Read More...

କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଅଶୋକ ଗେହଲୋତ ବାହାରିଲେ : ସୋନିଆ ଗାନ୍ଧୀଙ୍କୁ କହିଲେ- ଆଇ ଏମ୍‌ ସରି

ନୂଆଦିଲ୍ଲୀ : ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କଂଗ୍ରେସ ସଭାପତି ପଦବୀରୁ ବାଦ ପଡିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଗେହଲୋତ ଘୋଷଣା କରିଛନ୍ତି ଯେ, ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସୋନିଆ ଗାନ୍ଧୀଙ୍କ ସହ ଦେଢ଼ ଘଣ୍ଟା ଧରି ଆଲୋଚନା ପରେ
Read More...

ସ୍ଵାଧୀନତାର ଉଚ୍ଛ୍ୱାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ଉପଲକ୍ଷେ ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ରାଜ୍ୟ ବିଧାନସଭାରେ ବୃକ୍ଷ ରୋପଣ ପାଇଁ ପଠା ଯିବାର କାର୍ଯ୍ୟକ୍ରମ ସରକାର କରିଛିନ୍ତି । ସେହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ପ୍ରେରଣ
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ କେସ ମ୍ୟାନେଜମେଣ୍ଟ ସଂପର୍କିତ ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତରେ ବର୍ଣ୍ଣିତ ଯତ୍ନ ଓ ସୁରକ୍ଷା ଆବଶ୍ୟକକାରୀ ଶିଶୁମାନଙ୍କ କେସ ମ୍ୟାନେଜମେଣ୍ଟର ବୈଷୟିକ ଦିଗ ଉପରେ ସିଆରଏସ୍‌ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଦିବସୀୟ ତାଲିମକୁ
Read More...