Yearly Archives

2022

ତହଁକ କୁଟୁମ୍‌ ପକ୍ଷରୁ କୋଶଲି ସଂସ୍କୃତି ଦିନ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ କପିଳେଶ୍ଵର ଖମାରୀଙ୍କ ସଭାପତିତ୍ୱରେ ସଂସ୍କୃତି ଦିନ ପାଳିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଂସ୍କୃତି ଗବେଷକ ନିମାଇଁଚରଣ ପାଣିଗ୍ରାହୀ ଏବଂ କୋଶଲ ଗୌରବ ରାମଭକ୍ତ ଫରିକାର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଶ୍ରୀ ଫରିକାର କବି…
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ଫୁଟବଲ୍‌ ଖେଳାଳି ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ହାଇସ୍କୁଲ କୁରୁଲ ଠାରେ ପୁଇଁନ୍ତଲା ବ୍ଲକ ହାଇସ୍କୁଲସ୍ତରୀୟ ଫୁଟବଲ୍‌ ସିଲେକ୍‌ସନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ ରାଜକୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଇଁନ୍ତଲା ବ୍ଲକ ର ଏବିଇଓ ଦୁର୍ବାଦଳ ମିଶ୍ର ଅତିଥି…
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : କଂଟାବାଂଜି ଏଡିଜେ କୋର୍ଟରେ ପ୍ରଥମ କରି ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏଡିଜେ କୋର୍ଟରେ ଗୁରୁବାର ଦିନ ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ମହାଲିଙ୍ଗ ଘରୋଇ ସ୍କୁଲରେ କାର୍ଯ୍ୟରତ ଥିବା ମମିତା ମେହେରଙ୍କୁ ସେହି ସ୍କୁଲର ପରିଚାଳନା…
Read More...

ୟୁଥ କ୍ଲବ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକର ୟୁଥ କ୍ଲବ ଗାଇସିଲାଟ ଆହ୍ୱାନରେ ୟୁଥ କ୍ଲବ ପରିସରରେ ଏକ ଜରୁରୀ କାଳୀନ ବୈଠକ ପୂର୍ବତନ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶାର ଦ୍ୱିଦିବସୀୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶା ତରଫରୁ ଦୁଇ ଦିନିଆ ସାହିତ୍ୟ ଆଲୋଚନା ସଭା ଇସ୍ପାତନଗରୀର ବିଭିନ୍ନ ଅନୁଷ୍ଠାନମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ମହିଳା କମିଶନର ପ୍ରାଧ୍ୟାପିକା…
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଓ ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଦ୍ୱାରା ବିଶ୍ୱ ହୃଦୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଓ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବରଗଡ଼ ଦ୍ୱାରା ଆଜି ବଲାଙ୍ଗିରରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ସକାଳୁ କୋଶଲ କଳାମଣ୍ଡଲ ପଡ଼ିଆରୁ ପ୍ରଥମେ ଏକ ସଚେତନତା ରାଲି ବାହାରି ବଲାଙ୍ଗିର ସାମ୍ବାଦିକ ଭବନରେ…
Read More...

ପଦ୍ମପୁର ନବଦୁର୍ଗା ପୂଜାରେ ଆଜି ମା’ ଦୁର୍ଗାଦେବୀ କୂଷ୍ମାଣ୍ଡା ବେଶରେ ସୁସଜ୍ଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଦେବୀ ଦୁର୍ଗାଙ୍କର ନଅ ଦିନ ବ୍ୟାପୀ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ମା' ଦୁର୍ଗାଙ୍କୁ କୂଷ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇ ପଣ୍ଡିତ ମାନେ ଚଣ୍ଡିପାଠ, ଆଳତୀ,…
Read More...

ସତୀଭଟା ଦେଓଳି ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ହୃତପିଣ୍ଡ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଦ୍ୱାରା ପଦ୍ମପୁର ବ୍ଲକ ଦେଓଳି ଉଚ୍ଚ ବିଦ୍ୟାଳୟ ସତୀଭଟାଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦୀପକ କୁମାର ସାହୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହୃତପିଣ୍ଡ ଜନିତ ରୋଗର କାରଣ ଲକ୍ଷଣ…
Read More...

ରନ୍ଧାମଦ ଜବତ ସହ ୪ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ତମିଆଁ ଓ ଅଏଁଲାତୁଙ୍ଗା ଗାଁରେ ଚଢ଼ଉ କରି ୧୧୫ ଲିଟର ରନ୍ଧାମଦ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତମିଆଁ ଗାଁର ଅକ୍ଷୟ ପୁଟେଲ ଓ ଭାଗ୍ୟଲ ଅବଦୁଲ । ସେହିପରି ଭାବରେ ଅଏଁଲତୁଙ୍ଗା ଗାଁର…
Read More...

ବୋନ୍‌ କ୍ୟାନ୍‌ସରରେ ପୀଡିତ ରାଜା ଜାଲଙ୍କୁ ବଲାଙ୍ଗିର ସିଭିଲ କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ସହାୟତା ରାଶି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକାରଣରେ କାର୍ଯ୍ୟରତ ଦୈନନ୍ଦିନ ମଜୁରିଆ କର୍ମଚାରୀ ରାଜା ଜାଲଙ୍କର ବୋନ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ଆଜି ସ୍ଥାନୀୟ ସିଭିଲକୋର୍ଟ ପରିସରରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସିଭିଲକୋର୍ଟର ସମସ୍ତ ଅଧିକାରୀ ତଥା…
Read More...