Yearly Archives

2022

ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ । ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଆଜି ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।
Read More...

ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳନ ଓ କୋଶଲି ରାମାୟଣ ଦ୍ୱିତୀୟ ଖଣ୍ଡ ଉନ୍ମୋଚନ

ପାଟଣାଗଡ, (କେପିଏନ୍‌ଏସ୍‌) : କୋଶଲି ବାଲ୍ମୀକି ଭାବେ ପରିଚିତ କବି, ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ କୋଶଲି ସଂସ୍କୃତି ଦିନ ଭାବେ ପାଳନ କରାଯାଇଛି । କୋଶଲି ଡେରା ତରଫରୁ ବନକା ବିଅର ଠାରେ ଏକ ସାହିତ୍ୟ ସଭାରେ କବିଙ୍କର ଜନ୍ମଦିନ ଉତ୍ସବରେ ଅନେକ
Read More...

ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବିଶାଳ ଜନ ସମାଗମ ଦେଖିବାକୁ ମିଳିଥିଲା । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସମାବେଶରେ ସକ୍ରିୟ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏନେଇ ରାଜ୍ୟ ଓ ଲୋକ
Read More...

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା : ୧ ଅକ୍ଟୋବର ୨୦୨୩ଠାରୁ ଏମ-ୱାନ୍ ଶ୍ରେଣୀର ଯାତ୍ରୀବାହୀ କାରରେ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ମୂଲ୍ୟବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ
Read More...

ବରଗଡ଼ ରେଳ ଉପଭୋକ୍ତା ସଂଘର ରେଳ କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦିନରୁ ଚାଲି ଆସିଥିବା ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯାଇଛି । ବରଗଡ ରୋଡ ଷ୍ଟେସନରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦୋହରୀକରଣ ତଥା ବିଦ୍ୟୁତକରଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି । ଏହାକୁ
Read More...

ଭିଜିଲାନ୍ସ ପଞ୍ଝାରେ ପାଟଣାଗଡ଼ ଓ ପରୁଆଭାଡି ବିଟ୍ ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ଵାଇଁ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେଞ୍ଜ ପାଟଣାଗଡ ସେକସନ ଅନ୍ତର୍ଗତ ପାଟଣାଗଡ଼ ଓ ପରୁଆଭାଡି ବିଟ୍ ଫରେଷ୍ଟଗାର୍ଡ ଲକ୍ଷ୍ମୀନାରାୟଣ ସ୍ଵାଇଁ ବନସୁରକ୍ଷା ସମିତିର ଜଣେ ସଭାପତିଙ୍କଠାରୁ ସନ୍ଧ୍ୟା ୫ଟା ସମୟରେ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ
Read More...

ଏସ୍‌ସିବି ମେଡିକାଲରେ ଉଦ୍‌ଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ : କଟକ ଏସ୍‌ସିବି ମେଡିକାଲ କଲେଜରେ ଉଦ୍‌ଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଓ ଆଉଟଡୋର । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଟ୍ରାନ୍ସପ୍ଲାଣ୍ଟ ୟୁନିଟର ଉଦ୍‌ଘାଟନ କରିଛନ୍ତି । ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ
Read More...

ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଚୋରି ଅଭିଯୋଗ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ
Read More...

ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ହରିପୁର ଗ୍ରାମର ଯୁବ ଲୁଗା ବ୍ୟବସାୟୀ ସିପୁ । ତାଙ୍କର କିମ୍ଭିରିଆପାଳ ପଞ୍ଚାୟତର
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କୁମିଆପାଲି ଗ୍ରାମରେ ଜନ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହା ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁମିଆପାଲି ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...