Yearly Archives

2022

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସୋସିଏସନ୍ ଫର ଭଲୟୁନଟାରୀ ଆକସନ (ଆଭା), ବରିଷ୍ଠ ନାଗରିକ ସଂଘ ଡେଲାଙ୍ଗର ମିଳିତ ଆନୁକୂଲ୍ୟରେ "ଆଭା 'ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ
Read More...

ସାଉନ୍ତମୁଣ୍ଡା କାଲିଝରନ ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ସାଉନ୍ତମୁଣ୍ଡା ଠାରେ ସାଉନ୍ତମୁଣ୍ଡା କାଲିଝରନ ରାସ୍ତା ଶୁଭ ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୧ କି.ମି. ରାସ୍ତାର ଅଟକଳ ମୂଲ୍ୟ ହେଲା ୭ କୋଟି ୬୧ ଲକ୍ଷ
Read More...

ନିଜାରତ ଅଫିସର ଗୁରେଶ୍ୱର ଭୋଇଙ୍କୁ ମିଳିଲା ପଦୋନ୍ନତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିଜାରତ ଅଫିସର ତଥା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଅଧିକାରୀ ଭାବେ କାର୍ଯ୍ୟ ତୁଳାଉଥିବା ଗୁରେଶ୍ୱର ଭୋଇ ଓଡିଶା ରେଭେନ୍ୟୁ ସର୍ଭିସରୁ ଓଏଏସ୍‌ କନିଷ୍ଠ ଶାଖାକୁ ପଦୋନ୍ନତି ପାଇଛନ୍ତି । ଏଥିପାଇଁ ତାଙ୍କ ଶୁଭେଚ୍ଛୁଙ୍କ ମହଲରେ ଖୁସିର ମାହୋଲ
Read More...

ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ୭ରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ତାଇକଣ୍ଡୋ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୭ ଅକ୍ଟୋବରରେ ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜିଲ୍ଲା ସ୍ତରୀୟ ପୁମସେଇ ଓ ଖିରୋଗୀ ଚମ୍ପିୟାନସିପ୍‌
Read More...

ବହୁ ପ୍ରତିକ୍ଷିତ ଜରାସିଂହା ପାଟଖଣ୍ଡା ଯାତ୍ରା ୪ରୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁରେ ବହୁ ପ୍ରତିକ୍ଷିତ ପାଟଖଣ୍ଡା ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବା ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଲଗ୍ନ ଧାର୍ଯ୍ୟ କରିଥିବା ପଣ୍ଡିତମାନଙ୍କ ମତରେ ୧ ତାରିଖ ଶନିବାର ଦିନ ୧୦.୪୫ଟା ସମୟରେ ପାଟସିନ୍ଦୁର ଆଣିବାକୁ ବିଦାୟ
Read More...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହମ୍ମଦ ତାହିର ହୁସେନଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ
Read More...

ବଲାଙ୍ଗିର ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପଦୋନ୍ନତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପଦୋନ୍ନତି ହୋଇଥିବା ଓଡିଶା ସରକାରଙ୍କ ନୋଟିଫିକେସନ୍‌ରୁ ଜଣାପଡିଛି । ତେବେ ଡା. ପଣ୍ଡା ଓଏଏସ୍‌ (ବର୍ଗ କ) କନିଷ୍ଠ ଶାଖା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଓଏଏସ୍‌ ବରିଷ୍ଠ ଶାଖାକୁ ସେ ପଦୋନ୍ନତି
Read More...

ପୁରୁଣା ପେନସନ୍‌ ଦାବୀ ନେଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଅକ୍ଟୋବର ୧୫ ତାରିଖ ବ୍ଲକ ଘେରାଉ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର (ଏନ୍‌ପିଏସ୍‌) ଆଜି ରାଧାରମଣ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ସମସ୍ତ ସଂଘର ସଭ୍ୟ/ସଭ୍ୟା ସରକାରଙ୍କର ନୂତନ ପେନସନ୍‌ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ
Read More...

ଜାତୀୟ ରକ୍ତଦାନ ଦିବସ ଅବସରରେ ସ୍ୱର୍ଗତ ଟୁକୁ ମିଶ୍ରଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଆଜି ଜାତୀୟ ରକ୍ତଦାନ ଦିବସ ପାଳନ ଅବସରରେ ରକ୍ତଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା ବରଗଡର ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ର (ଟୁକୁ ମିଶ୍ର)ଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡିଶା ରକ୍ତ କେନ୍ଦ୍ର, ସିଏଚ୍‌ସି ବରଗଡ଼ଠାରେ ଅନୁଷ୍ଠିତ
Read More...

ଆଉ ଏକ ଜମି ଜାଲିଆତି ଅଭିଯୋଗ : ଟାଉନ ପ୍ଲାନିଂରୁ ମିଳିଛି ମଞ୍ଜୁରି, ବିକ୍ରି ହେବ ଜଙ୍ଗଲ ଜମି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଅସମ୍ଭବ ସମ୍ଭବ ହୋଇ ପାରୁଛି । କେତେ ବେଳେ ରାତା ରାତି ଜମିର ମାଲିକାନା ସତ୍ୱ ତ ଆଉ କେତେ ବେଳେ ମୃତ ବ୍ୟକ୍ତି ଫେରି ଆସି ଜମି ବିକ୍ରି କରି ପୁଣି ଫେରି ଯାଉଛି । ସରକାରୀ ବାବୁ ଓ ଜମି ମାଫିଆଙ୍କ ଏହି ତନ୍ତ୍ର ପାରଙ୍ଗମତାରେ ଏବେ ଆଉ ଏକ ଫର୍ଦ୍ଦ
Read More...