ନିଜାରତ ଅଫିସର ଗୁରେଶ୍ୱର ଭୋଇଙ୍କୁ ମିଳିଲା ପଦୋନ୍ନତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିଜାରତ ଅଫିସର ତଥା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଅଧିକାରୀ ଭାବେ କାର୍ଯ୍ୟ ତୁଳାଉଥିବା ଗୁରେଶ୍ୱର ଭୋଇ ଓଡିଶା ରେଭେନ୍ୟୁ ସର୍ଭିସରୁ ଓଏଏସ୍‌ କନିଷ୍ଠ ଶାଖାକୁ ପଦୋନ୍ନତି ପାଇଛନ୍ତି । ଏଥିପାଇଁ ତାଙ୍କ ଶୁଭେଚ୍ଛୁଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

1 + 6 =