Yearly Archives

2022

ପୋକ୍ସୋ ଅଧିନିୟମ ଅନୁସାରେ ମିଳୁଥିବା ପୀଡିତା ସହାୟତା ରାଶି ସମ୍ବନ୍ଧରେ ଆଇନ ସହାୟତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋକ୍ସୋ ଅଧିନିୟମ ଅନୁସାରେ ମିଳୁଥିବା ପୀଡିତା ସହାୟତା ରାଶି ସମ୍ବନ୍ଧରେ ଆଇନ ସହାୟତା ଶିବିର ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ନ୍ଦେଶ ଅନୁସାରେ ବଲାଙ୍ଗିର ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟଠାରେ ପ୍ରାଧିକରଣ ସଚିବ ବିନୟ
Read More...

ରେଳ ଲାଇନର ଦୋହରିକରଣ : ବରଗଡ଼ରୁ ଟିଟିଲାଗଡ଼ ୨ନ° ଲାଇନରେ ଚାଲିଲା ଟ୍ରେନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁରଠୁ ଟିଟିଲାଗଡ଼ ପର୍ଯ୍ୟନ୍ତ ୧୮୨ କି.ମି ରେଳ ଲାଇନର ଦୋହରିକରଣ କାର୍ଯ୍ୟ ଦୀର୍ଘ ବର୍ଷରୁ ଆରମ୍ଭ ହୋଇଛି । ତେବେ ଅନେକ ବାଧାବିଘ୍ନ ସତ୍ତ୍ଵେ ଆଜି ବରଗଡ଼ଠୁ ଟିଟିଲାଗଡ଼ ପର୍ଯ୍ୟନ୍ତ ୨ ନମ୍ବର ରେଳ ଲାଇନରେ ଟ୍ରେନ ଚାଲିବା ଆରମ୍ଭ ହୋଇଛି । ୧୩୯
Read More...

ବାନିପାଲିରୁ ୮ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନିପାଲିରୁ ଏକ ୮ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବାନିପାଲି ଗ୍ରାମର ଏକ ବ୍ୟକ୍ତିଙ୍କ ଘରୁ ସାପ ବାହାରିଥିବା ଖବର ପାଇ ସାପ ଧରାଳି ଆନନ୍ଦ ବେହେରା ବାନିପାଲି ଗ୍ରାମକୁ ଆସି ୮
Read More...

ବ୍ରାହ୍ମଣ ଟିକିରା ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବ୍ରାହ୍ମଣ ଟିକିରାଠାରେ ୪୦ତମ କଳସ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । କର୍ତ୍ତା ଭାବରେ ସୁବାସ ଖମାରୀ ସପତ୍ନିକ ପୂଜାରେ ବସିବା ସହିତ ୨୫୦ ଜଣଙ୍କୁ ନେଇ ଆଜି ଗ୍ରାମ ପରିକ୍ରମା କରି କଳସ ଶୋଭାଯାତ୍ରା ହୋଇଥିଲା ।
Read More...

ଅକ୍ଟୋବର ୧୦ ତାରିଖରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଳା ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ୧୦ ତାରିଖ ପୂର୍ବାହ୍ନ ୮ ଘଟିକା ଠାରୁ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଳା ଗ୍ରାମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ
Read More...

ପାଇକମାଲରେ ବ୍ଲକସ୍ତରୀୟ ବାରିକ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସ ପ୍ରାଙ୍ଗଣରେ ପାଇକମାଲ ବ୍ଲକସ୍ତରୀୟ ବାରିକ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବାରିକ ସମାଜ
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନରଞ୍ଜନ ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରଧାନ ଶିକ୍ଷକ ଦ୍ୱିତୀୟ ବେସେରାଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଏଥିରେ ବ୍ଲକ ଶିକ୍ଷା
Read More...

ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଅକ୍ଟୋବର ମାସ ୧୦ ତାରିଖ ସକାଳ ଘ୧୦.୩୦ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ
Read More...

ମରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଏକ ନୀଳ ରଙ୍ଗର ଏଚ୍‌ଏଫ୍‌ ଡିଲକ୍ସ ଗାଡ଼ି ନଂ ଓଡି୦୩ଭି୦୨୬୧ ପାଟଣାଗଡ଼
Read More...

ଶାସ୍ତ୍ରୀ ନଗର ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦ୍ଵିତୀୟ ଅଣସଂକ୍ରମଣ ରୋଗ ଚିହ୍ନଟ ଶିବିରର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରୁଗୁଡ଼ିପଡ଼ା ହୋଟେଲ ପାର୍କ ଲ୍ୟାଣ୍ଡ ପରିସର ମଧ୍ୟରେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁବିଏଚ୍‌ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଦ୍ଵିତୀୟ ଅଣସଂକ୍ରମଣ
Read More...