Yearly Archives

2022

ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ କର୍ମଶାଳା

ମାଲକାନଗିର : ଅବକ୍ଷୟମୁଖୀ ବାଉଁଶ ଜଙ୍ଗଲର ପୁନରୁଦ୍ଧାର, ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ବାଉଁଶ ଚାଷ, ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ ଏକ କର୍ମଶାଳା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଆଦିବାସୀ ଉନ୍ନୟନ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଓ ବିଦ୍ୟାର୍ଥୀ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ଓ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶ ଦାତା ବିରଂଚି ନାରାୟଣ
Read More...

ସରିଲା ନାମାଙ୍କନ ପତ୍ର ଦାଖଲ : ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି । ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ସହ
Read More...

ଖସିଲା ପାଇକାରୀ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ : ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଇ) ଆଧାରିତ ମୁଦ୍ରାସ୍ଫୀତି ଚଳିତ ବର୍ଷ ସେପ୍ଟେମ୍ବରରେ ୧୦.୭୦%କୁ ହ୍ରାସ ପାଇଛି । ଏପରିକି ଚଳିତ ବର୍ଷ ଅଗଷ୍ଟ ମାସରେ ପାଇକାରୀ ଆଧାରିତ ମୁଦ୍ରାସ୍ଫୀତି ୧୨.୪୧%ରେ ପହଞ୍ଚିଛି ବୋଲି ଶୁକ୍ରବାର ସରକାରୀ ସୂତ୍ରରୁ ଜଣାପଡ଼ିଛି । ବିଶେଷ
Read More...

୧୬ରେ ଡିବିୟୁର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ୭୫ଟି ଜିଲ୍ଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍‌ (ଡିବିୟୁ) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ଜଣାପଡ଼ିଛି । ଏ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ
Read More...

ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିନ ପାଳିତ

କଣ୍ଟାମାଲ, (ମମତା ମହାକୁର) : ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିନ କଣ୍ଟାମାଲ ବ୍ଲକ ଖଟଖଟିଆ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ନେହାପ୍ରଭା ମହାପାତ୍ର ଅଧ୍ୟକ୍ଷତା କରି କାଲାମଙ୍କ ଜୀବନୀ ଉପରେ ଆଲୋକପାତ
Read More...

ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ‘କେନ୍‌କୋ’ର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା 'ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌' ପକ୍ଷରୁ ଶୁକ୍ରବାର ଏକ ନୂଆ ବ୍ରାଣ୍ଡ୍‌ 'କେନ୍‌କୋ'ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ବିଶେଷକରି ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ
Read More...

ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହୋଇ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଦନ୍ତ…

କିଶନଗିରି : ତାମିଲନାଡୁର ହୋସୁର ଜିଲାରେ ଗ୍ୟାସ୍‌ ଲିକ୍‌ ଯୋଗୁ ଏକ କର୍ପୋରେଶନ ମିଡିଲ୍‌ ସ୍କୁଲ୍‌ର ପ୍ରାୟ ୧୦୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି । ସ୍କୁଲ୍‌ ପରିସରରେ ଥିବା ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହେବାରୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।
Read More...

ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୋଆର ମାର୍ଗାଓରେ ଶୁୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଏକ ଗ୍ରୁପ୍‌ 'ବି' ମ୍ୟାଚରେ ନାଇଜେରିଆ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନାଇଜେରିଆ ପକ୍ଷରୁ ଆମିନା ବେଲୋ ୧୬, ମାର୍ସେଲି ଉସାନି ୩୪, ତାଇଓ ଆଫୋଲାବି ୭୫ ଓ
Read More...

ଆୟୁର୍ବେଦ କଲେଜର ହର୍‌ ଦିନ ହର୍‌ ଘର ଆୟୁର୍ବେଦ କର୍ମଶାଳା : ଯୋଗଦେଲେ ୪୮ଜଣ ବରିଷ୍ଠ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଧର୍ମଶାଳା ପରିସରରେ ନୃସିଂହନାଥ ଆୟୁର୍ବେଦ କଲେଜ ତରଫରୁ ହର୍‌ ଦିନ ହର୍‌ ଘର ଆୟୁର୍ବେଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ କଲେଜର ସମ୍ପାଦକ ତଥା ପ୍ରଶାସକ ମନୋଜ ତ୍ରିବେଦୀ ଉଦ୍‌ଘାଟନ କରିଥିଲେ । ନୃସିଂହ ମହାପ୍ରଭୁ ଓ
Read More...