Yearly Archives

2022

ଆଦର୍ଶ ଶିକ୍ଷକ ଦମ୍ପତିଙ୍କ ଗଙ୍ଗାଶ୍ରାଦ୍ଧ ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାହୁପଡା ସ୍ଥିତ ଆଦର୍ଶ ଶିକ୍ଷକ ସ୍ଵର୍ଗତ କୃଷ୍ଣ ପ୍ରସାଦ ସାହୁ ଓ ଧର୍ମପତ୍ନୀ ରାମପ୍ୟାରୀ ସାହୁଙ୍କ ଗଙ୍ଗାଶ୍ରାଦ୍ଧ ଆଜି ସମ୍ପନ୍ନ ହୋଇଯାଇଛି । ଗତବର୍ଷ ମହାମାରୀ କରୋନା ସମୟରେ ପ୍ରାୟ ଏକ ମାସ ବ୍ୟବଧାନରେ ଆଦର୍ଶ ଶିକ୍ଷକ କୃଷ୍ଣ ପ୍ରସାଦ ଓ
Read More...

ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ
Read More...

ଚିଟ୍‌ଫଣ୍ଡ ମିଳିତ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡ଼ାସମ୍ବର ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ଚିଟ୍‌ଫଣ୍ଡ ମିଳିତ ମଞ୍ଚ ସଭ୍ୟ ତଥା କୃଷକ ନେତା ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ପ୍ରଧାନଙ୍କ
Read More...

ବିଜୁ ଯୁବ ଛାତ୍ରଙ୍କ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ନିମନ୍ତେ ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ଟାଉନ ସୁଦପଡାର କଲ୍ୟାଣ ମଣ୍ଡପଠାରେ ଏକ ମେଗା ରକ୍ତଦାନ ଶିବିର ବିଜୁ ଯୁବ-ଛାତ୍ର ବିଜେଡ଼ି ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ।
Read More...

ଦେଶର ୭୫ଟି ଜିଲ୍ଲାର ୭୫ଟି ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍‌କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ଓଡିଶାର କଟକ ସ୍ଥିତ ସାଲେପୁର ଠାରେ ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ (ଡିବିୟୁ) ଉଦଘାଟନୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଡିବିୟୁ ଆର୍ଥିକ ଅନ୍ତର୍ଭୁକ୍ତିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ : ଶ୍ରୀ ଟୁଡୁ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଗୁଜରାଟରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଅକ୍ଟୋବର ଅପରାହ୍ନ ୪ଟାରେ ଗୁଜରାଟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ । ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗରିବ
Read More...

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବିଜୁ ମହିଳା ସଂଗଠନ ପକ୍ଷରୁ ଦୀପଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ମା' ଦ୍ୱାରସେନିଙ୍କ ମନ୍ଦିର ଠାରେ ଆଜି ସନ୍ଧ୍ୟାରେ ବଙ୍ଗୋମୁଣ୍ଡା ବ୍ଲକ ବିଜୁ ମହିଳା ସଂଗଠନ ପକ୍ଷରୁ ଦୀର୍ଘାୟୁ ପାଇଁ ଦୀପଦାନ
Read More...

୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ ଲୋକାର୍ପିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ୭୫ଟି ଜିଲ୍ଲାର ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟକୁ ଲୋକାର୍ପିତ କରିଛନ୍ତି । ଏହା ସହିତ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ପୁଣି ଥରେ ଡିଜିଟାଲ ଇଣ୍ଡିଆର ସାମର୍ଥ୍ୟର ସାକ୍ଷୀ
Read More...

ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ- ଷଷ୍ଠ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ୩ଟି ସେମି ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ବାଳକ ବିଭାଗରେ ଟିଟିଲାଗଡ, ବଙ୍ଗୋମୁଣ୍ଡା ଓ ବଲାଙ୍ଗିର, ଖପ୍ରାଖୋଲ ଓ ବାଳିକା ବିଭାଗରେ ଟିଟିଲଗଡ ଓ ମୁରିବାହଲ ବ୍ଲକ ମଧ୍ୟରେ
Read More...

ଆଜିଠୁ ଟି୨୦ ବିଶ୍ୱକପ୍‌ ପ୍ରଥମ ରାଉଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଫେଭ୍‌ରିଟ

ବ୍ରିସବେନ୍‌ : ୱେଷ୍ଟଇଣ୍ଡିଜ୍‌ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍‌ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି । ତେବେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବା କାରଣରୁ ଏଥର ବିଶ୍ୱକପ୍‌ ମୁଖ୍ୟ ରାଉଣ୍ଡ ପୂର୍ବରୁ ଉଭୟ ଦଳକୁ ଯୋଗ୍ୟତା ଅର୍ଜନ
Read More...