Yearly Archives

2022

ଆୟୁର୍ବେଦିକ କଲେଜରେ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁର୍ବେଦିକ କଲେଜରେ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ସେ କଲେଜ ପରିସର ପରିଦର୍ଶନ କରିଥିଲେ ।
Read More...

ରୋଟି ଫାଉଣ୍ଡେସନ ତରଫରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୋଟି ଫାଉଣ୍ଡେସନ ତରଫରୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଖାଦ୍ୟ ବଣ୍ଟନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଖାଦ୍ୟ ବଣ୍ଟନ କରିଥିଲେ ।
Read More...

ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବଲାଙ୍ଗିର ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ୍‌ଭୁକ୍ତ ବଲାଙ୍ଗିର ଜିଲ୍ଲା ଶାଖାର ସାଂଗଠନିକ ବୈଠକ ଜିଲ୍ଲା ସଭାପତି ହେମନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ନେତୃତ୍ୱରେ ପୁରୁଣା ପେନସନ୍‌ ଯୋଜନା ତଥା କଣ୍ଟ୍ରାଚ୍ୟୁଆଲ ପିରିଅଡକୁ
Read More...

ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ମୟଙ୍କ ଓ ତନ୍‌ଭୀଙ୍କୁ ଦ୍ୱିମୁକୁଟ୧୫ବର୍ଷ ଯୁଗଳରେ ଶ୍ରୀୟାଂସ, ଶୁଭକେତନ ଓ ୧୭ବର୍ଷ ଯୁଗଳରେ ଅର୍ପିତ, ସ୍ୱରାମ ଚମ୍ପିଆନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମଠାରେ ଅନୁଷ୍ଠିତ ରାଜ୍ୟ ସବ ଜୁନିଅର ବ୍ୟଡମିଣ୍ଟନ ପ୍ରତିଯୋଗିତା ଆଜି
Read More...

ଅମୃତ ମହୋତ୍ସବରେ ବଲାଙ୍ଗିରର ବରପୁତ୍ରଙ୍କୁ ଅମୃତ ସମ୍ମାନ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପତିତପାବନ ଏକାଡେମୀ ସଭାକକ୍ଷରେ ପଣ୍ଡିତ ଗଦାଧର ସ୍ମୃତି ସମିତି ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ଉଦ୍ୟମରେ ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅମୃତ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ
Read More...

ବନ ବିଭାଗ ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନଖଣ୍ଡର ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ୭୨ ଜଣ ପାରା ଫରେଷ୍ଟ ସ୍କ୍ୱାଡ଼ ସଦସ୍ୟ ଓ ୨୮ ଜଣ ଡାଟାଏଣ୍ଟ୍ରି ଅପରେଟର ଯୋଗ ଦେଇଥିଲେ । ଏହି ବୈଠକର
Read More...

୨୯ ତାରିଖରେ ୩ ଦଫା ଦାବୀ ନେଇ ଗର୍ଜିବେ ବୋଲି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ଓଡିଶା ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଥିବା ବେଳେ ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକମାନେ ୨୯ ତାରିଖ ଦିନ ୩ ଦଫା ଦାବୀ ଯଥା ୨୦୦୧ଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷା ସହାୟକ, ଗଣ
Read More...

କନାବିରା ଗାଁରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ ପକ୍ଷରୁ ଜୋନସ୍ତରୀୟ ପରିଚୟ ସମ୍ମିଳନୀ ଓ ଆଲୋଚନା ସଭା

ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ବିନା ବିକାଶ ଅସମ୍ଭବ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କନାବିରା ଗାଁରେ ଆଜି ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ ପକ୍ଷରୁ ଜୋନସ୍ତରୀୟ ପରିଚୟ ସମ୍ମିଳନୀ ଓ ଆଲୋଚନା ସଭା ଅନୁଷ୍ଠିତ
Read More...

ଯୋଗୀମୁଣ୍ଡାରେ ଧନ୍ୱନ୍ତରୀ ପୂଜା ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ସକାଳ ୧୦ରୁ ୦୪ ଘଣ୍ଟା ପର୍ଯ୍ୟନ୍ତ ପାଟଣାଗଡ଼ ଅନ୍ତର୍ଗତ ଯୁଗୀମୁଣ୍ଡା ଗ୍ରାମର ଆରୋଗ୍ୟ ବିହାରରେ କୋଶଳ ଗନ୍ଧମାର୍ଦ୍ଧନ ବୈଦ୍ୟ ମହାସଂଘ ପାଟଣାଗଡ଼ ଓଡ଼ିଶା ରାଜ୍ୟ ବନ୍ୟୋଷଧି ବିଶେଷଜ୍ଞ ସଂଘର ମିଳିତ ଉଦ୍ୟମରେ ଶ୍ରୀ ଧନ୍ୱନ୍ତରି ଭଗବାନଙ୍କ ପୂଜାନୋତ୍ସବ
Read More...

ଯୋଗୀମୁଣ୍ଡାରେ ଧନ୍ୱନ୍ତରୀ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ରବିବାର ଦିନ ଯୋଗୀମୁଣ୍ଡା ଆରୋଗ୍ୟ ବିହାରଠାରେ ଦେବ ବୈଦ୍ୟ ଧନ୍ଵନ୍ତରୀ ମହାରାଜଙ୍କ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶା ରାଜ୍ୟ ବନୌଷଧୀ ବିଶେଷଜ୍ଞ, କୋସଲ ଗନ୍ଧମାର୍ଦ୍ଦନ ବୈଦ୍ୟ ମହାସଂଘ ଓ ବେଦ ଉଦ୍ୟାନ ଜାମବାହାଲଙ୍କ
Read More...