Yearly Archives

2022

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଦୁଲ୍‌ଦୁଲି କଳାପରିଷଦକୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଦୁଲ୍‌ଦୁଲି କଳାପରିଷଦକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ରାଷ୍ଟ୍ରୀୟ ଆଦିବାସୀ ମହୋତ୍ସବରେ ବଲାଙ୍ଗିରର ଦୁଲଦୁଲି କଳା ପରିଷଦ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା…
Read More...

ପୂର୍ବତନ ସୈନିକ ସୁବେଦାର ରାଧେଶ୍ୟାମ ବଗର୍ତ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ନିବାସୀ ତଥା ଭାରତୀୟ ସେନାର ପୂର୍ବତନ ସୈନିକ ସୁବେଦାର ରାଧେଶ୍ୟାମ ବଗର୍ତ୍ତି (୮୩)ଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଭାରତୀୟ ସେନାରେ ସେବା କଲା ପରେ ତାଙ୍କ ପରିବାର ସହିତ ରହୁଥିଲେ । ଦୀର୍ଘ ଦିନରୁ ସେ ସ୍ୱାସ୍ଥ୍ୟଜନିତ କାରଣରୁ…
Read More...

ଆଞ୍ଚଳିକ ଧନୁଯାତ୍ରା ପାଇଁ କଳାକାର ବରଣ

ଝାରମୁଣ୍ଡା : ଆସନ୍ତା ଡିସେମ୍ବର ୧୫ ତାରିଖରୁ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଝାରମୁଣ୍ଡା ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ସୋମବାର କଳାକାର ବରଣ କରାଯାଇଛି । କଂସ ଭୂମିକା ପାଇଁ ବିଜୟ ଦତ୍ତ, ମନ୍ତ୍ରୀ ସୁଦାମ ପଧାନ, ଉଗ୍ରସେନ ନବୀନ ଷାଣ୍ଢ, ଚାଣୁର…
Read More...

ହାଟପଦାପଡାରେ ହେବ କଲ୍ୟାଣ ମଣ୍ଡପ : ଡବ୍ଲୁଓଡିସି ଅଧ୍ୟକ୍ଷ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ସଇଁତଲା ଗସ୍ତ ସମୟରେ ଟିଟିଲାଗଡ ହାଟପଦାପଡାର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ ।…
Read More...

ଢୋଲମାନ୍ଦଲ ଗ୍ରାମରେ ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ସଚେତନତା ଶିବିର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଢୋଲମାନ୍ଦଲ ପଞ୍ଚାୟତ ସଦର ଗ୍ରାମରେ ସୋମବାର ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ମରାଣ୍ଡି, ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏଡ୍‌ଏଟ୍‌ ଆକ୍ସନ…
Read More...

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଚବିଶ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ସଂଖ୍ୟାରେ ମହିଳାମାନେ ଏଥିରେ ଭାଗ ନେଇଥିଲେ । ବ୍ରତଧାରୀମାନେ କଳସ…
Read More...

ଛତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜପୁର ଗ୍ରାମର ପ୍ରାଚୀନ ଶୈବପୀଠ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ବ୍ଲକ ଅଧୀନସ୍ଥ ରାଜପୁର ଗ୍ରାମରେ ଥିବା ୧୫୦ ବର୍ଷରୁ ଉର୍ଦ୍ଧ୍ବ କାଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ରାଜେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରିଛନ୍ତି । ଉକ୍ତ ମନ୍ଦିରର ପ୍ରାଚୀନ କୀର୍ତ୍ତି କଳା,…
Read More...

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଗୁରୁଡଙ୍ଗର ପାହାଡରେ ଆଜି ଏକ ଝୁଲନ୍ତା ଶବ ରହିଥିବା ଖବର ପାଇ ବୋଡେନ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଶବ ରହିଥିଲା । ଦୁଇ…
Read More...

ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥପାଠ

ପାଟଣାଗଡ, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ପାଟଣାଗଡ ଜବାହରଲାଲ କଲେଜରେ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଉପଜିଲ୍ଲାପାଳ…
Read More...

ବ୍ୟଙ୍ଗ ଦୃଷ୍ଟି : ସିସି କ୍ୟାମେରାର ମୁହଁ କେଉଁ ଦିଗକୁ…

ଦେବାଶିଷ ମିଶ୍ର ସକାଳୁ ଆଖି ଖୋଲୁ ଖୋଲୁ ଦାନ୍ତ ଘଷି ଦେଇ ଖଟିକୁ ଯାଇ ଚା’ କପେ ନପିଇଲା ପର୍ୟ୍ୟନ୍ତ ମନକୁ ଟିକେ ଶାନ୍ତି ମିଳେ ନାହିଁ । ରାଜୁର ଚା’ କପ୍‌ ସହ ଖଟିରେ ଚାଲିଥିବା ଦେଶ ବିଦେଶର ଏଣୁତେଣୁ ଚର୍ଚ୍ଚାରେ ସହମତ ଓ ଅସମହତ ତଥା ସମର୍ଥକ ଓ ବିରୋଧୀଙ୍କ ବାକ୍‌ ଯୁଦ୍ଧ ଘଣ୍ଟାଘଣ୍ଟା…
Read More...