pakka

ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥପାଠ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ପାଟଣାଗଡ ଜବାହରଲାଲ କଲେଜରେ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଉପଜିଲ୍ଲାପାଳ ଅଫିସ, ବିଇଓ, ବ୍ଲକ ଆଦି କାର୍ଯ୍ୟାଳୟରେ ମଧ୍ୟ ଶପଥପାଠ କରାଯାଇଥିଲା ।

jay balangir
Leave A Reply

Your email address will not be published.

3 × 2 =