Yearly Archives

2022

ପଦ୍ମପୁର ଉପନିର୍ବାଚନର ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମୁଛି ପଦ୍ମପୁର ଉପନିର୍ବାଚନ । ପଦ୍ମପୁର ଉପନିର୍ବାଚନର ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂହବରିହାଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ
Read More...

ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଗ୍ରାମରେ ଶୁକ୍ରବାର ଭୋର୍ ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁ ମୁଣ୍ଡରେ ଥିବା ଏକ ନଳକୂପ ନିକଟରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି
Read More...

ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ବେଳାଭୂମି ପଦଯାତ୍ରା

କୋଣାର୍କ : କୋଣାର୍କ ଉତ୍ସବ ଅବସରରେ ସ୍ଵଛ ଓ ନିର୍ମଳ ବେଳାଭୂମି ବାର୍ତ୍ତା ନେଇ ଶୁକ୍ରବାର ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ପର୍ୟ୍ୟନ୍ତ ବେଳାଭୂମି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ଯୁବଗୋଷ୍ଠୀ, ସମାଜସେବୀ ସାମିଲ ହୋଇଥିଲେ ।
Read More...

ବଦଳିବେ ୬ ଥାନା ଅଧିକାରୀ : କଟକ ସମେତ ବାହାରକୁ ହେବେ ଟ୍ରାନ୍ସଫର

କଟକ : ଖୁବ୍‌ଶୀଘ୍ର କଟକ ସହରାଞ୍ଚଳ ପୁଲିସରେ ହେବ ଏକ ବଡ଼ ଧରଣର ଅଦଳବଦଳ । ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହେବ । ଖାସ୍‌କରି ୬ଟି ଥାନାର ଅଧିକାରୀଙ୍କୁ ଅବଳବଦଳ କରାଯିବ । ଏଥିସହିତ ଦୁଇ ଥାନାରେ ଖାଲିଥିବା ଇନ୍ସପେକ୍ଟର ପଦବିରେ ମଧ୍ୟ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ ପୁଲିସ
Read More...

ଗୁଣପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଲଳିତ କୁମାର କହଁର

ଗୁଣପୁର : ଗୁଣପୁରର ନୂଆ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଲଳିତ କୁମାର କହଁର । ସେ ଆଜି ପୂର୍ବତନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଲବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ବାହୀ
Read More...

ବସ୍ ଟର୍ମିନାଲରେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିବା ଘଟଣାର ଅପରାଧୀକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇ ମାସ ତଳେ ବଲାଙ୍ଗିର ଇନ୍ଦିରାନଗର ଓ ନୂତନ ବସ୍ ଟର୍ମିନାଲରେ ଜଣେ ଦୁର୍ବୃତ୍ତ କେତେକ ଲୋକଙ୍କୁ ଧମକ ଚମକ ଦେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଇତି ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ
Read More...

ସମଲେଶ୍ୱରୀ ଏକ୍ସପ୍ରେସରୁ ବାହାରିଲା ଧୂଆଁ : ଯାତ୍ରୀ ଆତଙ୍କିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଏସ-୧ ସ୍ଲିପର କୋଚରେ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ବ୍ରେକ ବାଇଣ୍ଡିଙ୍ଗ ଚକ ସହ ଘଷି ହୋଇ ଯିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି । ସ୍ଲିପର କୋଚରୁ ଧୂଆଁ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯଶିପୁର ତହସିଲ କର୍ମଚାରୀ

ଯଶିପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯଶିପୁର ତହସିଲ କର୍ମଚାରୀ । ଜମିଜମା କାମରେ ତହସିଲ ଅଫିସର କିରାଣୀ ଭାର୍ଗବ ମହାକୁଡ଼ ଜଣେ ଲୋକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟରେ ଥିବା ଖଡ଼ିଆ ମାଙ୍କଡିଆ ଅଫିସ ପାଖରେ
Read More...

୪୫ ଲକ୍ଷ ଟଙ୍କାର ସିରପ୍‌ ଜବତ, ଦୁଇ ଗିରଫ

ଚୌଦ୍ୱାର : ଟାଙ୍ଗୀ ଥାନା ସାନସର୍ଦ୍ଦୋଳା ନିକଟସ୍ଥ ବ୍ରାହ୍ମଣଭୋଗ ଗ୍ରାମରେ ଚଢଉ କରି ପୁଲିସ ୨୬୨ ପେଟିରେ ଥିବା ଲାବରେଟ୍‌ କମ୍ପାନୀର ୨୫ ହଜାର ୯୨୦ ଏସ୍‌କଫ୍‌ (କୋଡାଇନ୍‌) ସିରପ୍‌ ସହ ୮ ଶହ ନାଇଟ୍ରୋସେନ୍‌ (୧୦ ଏମ.ଜି) ଟାବଲେଟ୍‌ ଜବତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ମୁଖ୍ୟ
Read More...

ଘୋଡାଗାଡି ଜଙ୍ଗଲରୁ ଦନ୍ତାହାତୀ ମୃତଦେହ ଠାବ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ୍ ରାମିଆଗୁଡା ଖେସରା ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଖବର ମିଳିଛି । ହାତୀଟିକୁ କେହି ଗୁଳି କରି ମାରିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ
Read More...