pakka

ବଦଳିବେ ୬ ଥାନା ଅଧିକାରୀ : କଟକ ସମେତ ବାହାରକୁ ହେବେ ଟ୍ରାନ୍ସଫର

bbehera

କଟକ : ଖୁବ୍‌ଶୀଘ୍ର କଟକ ସହରାଞ୍ଚଳ ପୁଲିସରେ ହେବ ଏକ ବଡ଼ ଧରଣର ଅଦଳବଦଳ । ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହେବ । ଖାସ୍‌କରି ୬ଟି ଥାନାର ଅଧିକାରୀଙ୍କୁ ଅବଳବଦଳ କରାଯିବ । ଏଥିସହିତ ଦୁଇ ଥାନାରେ ଖାଲିଥିବା ଇନ୍ସପେକ୍ଟର ପଦବିରେ ମଧ୍ୟ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 × four =