Daily Archives

କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା : ଜିଲ୍ଲା ଓଜେୟୁ ସଂଘ ଓ ସଇଁତଲା ବ୍ଲକ ସାମ୍ବାଦିକ ସଂଘ ତରଫରୁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକରେ କାର୍ୟ୍ୟରତ ସାମ୍ବାଦିକ ବିଶାଳ କୁମାର ଅଗ୍ରୱଲଙ୍କ ଉପରେ ବିଜେଡି ନେତାଙ୍କ ଦାଦାଗିରି ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ଓଜେୟୁ ସଂଘ ଓ ସଇଁତଲା ସାମ୍ବାଦିକ ସଂଘ ତରଫରୁ ସଇଁତଲା ଥାନା ଅଧିକାରୀ
Read More...

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କ ସହ ଭିଡ଼ି କନ୍‌ଫରେନ୍ସିଂ ମାଧ୍ୟମରେ ଏକ
Read More...

ଅପରେସନ ଗଙ୍ଗା

ସୌମେନ୍ଦ୍ର ଜେନା ରୁଷିଆ- ୟୁକ୍ରେନ ଯୁଦ୍ଧକାଳରେ ୟୁକ୍ରେନର ଭିନ୍ନ ଭିନ୍ନ ସହରଗୁଡିକ ରୁଷସେନାର ଆକ୍ରମଣରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସହରକୁ ଚାରିପଟୁ ଘେରିଯାଇ ଆକ୍ରମଣ କରିବାଲାଗି ରୁଷସେନା ଯୋଜନା କରି ସହରଗୁଡିକରେ ସଡକପଥ, ବିଦ୍ୟୁତ, ସୁରକ୍ଷା, ଯୋଗାଯୋଗ,
Read More...

ପଞ୍ଜାବରେ ଆପ୍‌ର ବାଜିମାତ : ବରଗଡରେ ବିଜୟ ଉତ୍ସବ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଂଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଆକର୍ଷଣୀୟ ବିଜୟ ପରେ ଏହାର ପ୍ରଭାବ ବରଗଡରେ ଦେଖିବାକୁ ମିଳିଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଆପ୍‌ର ସମର୍ଥକମାନେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି । ପଂଜାବର ନିର୍ବାଚନ ଫଳ ସାରା
Read More...

କୁଡାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଭାବେ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସାହୁ ଆଜି ଦାୟିତ୍ଵ ନେଇଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢେଇଙ୍କ ଉପସ୍ଥିତିରେ ପୂର୍ବ ସରପଞ୍ଚ କପିଳ ନନ୍ଦଙ୍କଠାରୁ
Read More...

ପୁଇଁତୋଳାରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପାର୍ଥିନୀ ଝୁଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି । ପାର୍ଥୀପତ୍ର ଯାଞ୍ଚ ସରିବା ପରେ ବିଜେଡି ପ୍ରଚାରରେ ଆଗୁଆ ରହିଥିବା ଜଣାପଡିଛି । ଗୁରୁବାର ପୁଇଁତୋଳା ୱାର୍ଡ ନଂ ୮ ଓ ୯ରେ ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ ୱାର୍ଡ
Read More...

ଚନ୍ଦ୍ରମଣି ପଟେଲଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପୂର୍ବ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ବାପା ଚନ୍ଦ୍ରମଣି ପଟେଲଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ମାତ୍ର ଦୁଇ ମାସ ପୂର୍ବରୁ ତାଙ୍କ ବଡ଼ ଭାଇଙ୍କ ବିୟୋଗ ହୋଇଥିଲା ।
Read More...

ଦଳିତ ସାମ୍ବାଦିକଙ୍କୁ ଆକ୍ରମଣକାରୀକୁ ଗିରଫ ଦାବୀରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଆମ୍ବେଦକର ୱାରିୟର ସଂଗଠନର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲଘଂନ ପ୍ରସଙ୍ଗରେ ଖବର ପ୍ରକାଶିତ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି, ଯାହା ଗଣମାଧ୍ୟମର କଣ୍ଠରୋଧ ଅଟେ । କେତେକ ଘଟଣାର
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୩୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ଗଛରୁ ପଡି ବୃଦ୍ଧଙ୍କ ମୃତ୍ୟୁ

ଧର୍ମଗଡ଼ : କୋକସରା ଥାନା ବୋବରିଆ ଛକ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ପଡ଼ି କାଉଡୋଳା ଗ୍ରାମର ଜଣେ ବୃଦ୍ଧ ତ୍ରିନାଥ ବେମାଲଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ତ୍ରିନାଥ ବେମାଲ ଗତକାଲି ସନ୍ଧ୍ୟାରେ ଘରୁ ବାହାରି
Read More...