pakka

ଗଛରୁ ପଡି ବୃଦ୍ଧଙ୍କ ମୃତ୍ୟୁ

bbehera

ଧର୍ମଗଡ଼ : କୋକସରା ଥାନା ବୋବରିଆ ଛକ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ପଡ଼ି କାଉଡୋଳା ଗ୍ରାମର ଜଣେ ବୃଦ୍ଧ ତ୍ରିନାଥ ବେମାଲଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ତ୍ରିନାଥ ବେମାଲ ଗତକାଲି ସନ୍ଧ୍ୟାରେ ଘରୁ ବାହାରି ଶାଗ ତୋଳିବା ପାଇଁ ଗଛକୁ ଚଢିଥିବା ବେଳେ ଅସାବଧାନତା କାରଣରୁ ଗଛରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

twenty − sixteen =