Browsing Tag

dharmagad news

ଯୁବ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି ଅଭିଯୋଗ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡର ଜଣେ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ ଧର୍ମଗଡର ଯୁବ ବ୍ୟବସାୟୀ ତଥା ପେଟ୍ରୋଲ୍‌ ପମ୍ପ ମାଲିକ ଦିନେଶ ଅଗ୍ରୱାଲଙ୍କ ଘରକୁ ଗତକାଲି ରାତିରେ ଚୋରମାନେ ପଶି ତାଙ୍କ ମାଆଙ୍କ ଘରେ ଥିବା
Read More...

୪ କୁଇଣ୍ଟାଲ ଗଞ୍ଜେଇ ସହ ପିକ୍‌ଅପ୍‌ ଭ୍ୟାନ ଓ ବୋଲେରୋ ଜବତ ସହ ୧୦ ଗିରଫ

ଧର୍ମଗଡ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜୟପାଟଣା ପୁଲିସ ୧୦ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪ କୁଇଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି । ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ମୁଖୀଗୁଡା
Read More...

ଗଛରୁ ପଡି ବୃଦ୍ଧଙ୍କ ମୃତ୍ୟୁ

ଧର୍ମଗଡ଼ : କୋକସରା ଥାନା ବୋବରିଆ ଛକ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ପଡ଼ି କାଉଡୋଳା ଗ୍ରାମର ଜଣେ ବୃଦ୍ଧ ତ୍ରିନାଥ ବେମାଲଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ତ୍ରିନାଥ ବେମାଲ ଗତକାଲି ସନ୍ଧ୍ୟାରେ ଘରୁ ବାହାରି
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ହାତୀପଖାନ ଗାଁରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହାତୀପଖାନ ଗାଁର ଡିଙ୍ଗର ଭୋଇଙ୍କ ସ୍ତ୍ରୀ ଗୌରୀ ଭୋଇ ବୋଲି ଜଣାପଡିଛି । ସୂଚନାନୁଯାୟୀ, ହାତୀପଖାନ ଗାଁର ଗୌରୀ ଭୋଇ ଗତକାଲି ଠାରୁ
Read More...

ହାତୀ ମୃତ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡ଼ା ଗାଁ ନିକଟରେ ଏକ ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୌଣସି କାରଣରୁ ମାଈ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି
Read More...

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଧର୍ମଗଡ଼ : ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୯୮ଜଣ ପ୍ରିଜାଇଡିଂ ଅଫିସର ଓ ପ୍ରଥମ ପୋଲିଂ ଅଫିସର ଏବଂ ୨୭ଜଣ ସେକ୍ସନ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ତତ୍ତ୍ୱାବଧାନରେ ଧର୍ମଗଡ଼
Read More...

ଗଛରେ ଝୁଲୁଛି ପ୍ରେମିକ ପ୍ରେମିକାଙ୍କ ମୃତଦେହ

ଧର୍ମଗଡ଼ : ଗଛରେ ଝୁଲୁଛି ପ୍ରେମିକ ପ୍ରେମିକାଙ୍କ ମୃତଦେହ । ସ୍ଥାନୀୟ ଆମପାଣି ଥାନା ତେନ୍ତୁଲିପଡ଼ା ନିକଟ ଏକ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଗୋଟିଏ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ବେଳେ ଅଂଚଳରେ ନାନା ପ୍ରକାର ଆଲୋଚନା ଜୋର୍‌ ଧରିଛି । ଉଭୟଙ୍କ ଘର
Read More...

ସ୍କୁଲ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ ଅଭିଯୋଗ : ଶିକ୍ଷକ‌ଙ୍କୁ ବହିଷ୍କାର ସାଧାରଣରେ ଦାବୀ

ଧର୍ମଗଡ, (ଭରତ ବିଶି) : ଭାରତର ବେଦ ବେଦାନ୍ତ ଯୁଗରୁ ଗୁରୁଙ୍କୁ ସବୁଠୁ ଉଚ୍ଚ ଆସନରେ ସମ୍ମାନିତ କରିଯାଏ । ଯାହାଙ୍କ ପଦିଏ କଥାରେ ଛାତ୍ରଛାତ୍ରୀର ଜୀବନ ଯାତ୍ରା ସଫଳ ସୁନ୍ଦର ହେଇଥାଏ । ମନୁଷ୍ୟ ସୃଷ୍ଟି କାଳରୁ ଗୁରୁ ରୂପେ ଭଗବାନଙ୍କୁ ଦର୍ଶନ କଥା ମଧ୍ୟ କୁହାଯାଏ । କିନ୍ତୁ କିଛି ହୀନ
Read More...

ନବଜାତ ଶିଶୁ କନ୍ୟାକୁ ପାଳଗଦାରୁ ଉଦ୍ଧାର କଲେ ମହିଳା

ଧର୍ମଗଡ, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ସିଉନି ଗାଁରେ ଏକ ଶିଶୁ କାନ୍ଦିବାର ରାସ୍ତାରେ ଯିବା ଆସିବା କରୁଥିବା କିଛି ଲୋକ ଶୁଣିଥିଲେ । ପରେ ଶିଶୁଟିକୁ ରା‌ସ୍ତା କଡ ନିକଟସ୍ଥ ପାଳଗଦାରୁ ଗାଁର କିଛି ମହିଳା ଉଦ୍ଧାର କରିଥିଲେ । ସ୍ଥାନୀୟ
Read More...

କୃଷକମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ଧର୍ମଗଡ, (ଭରତ ବିଶି) : ଗୋତମୁଣ୍ଡା ଠାରେ କୃଷକମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଧାନ ମଣ୍ଡି ଠାରେ ବଳରାମ ମାଝୀ (କୃଷକମଞ୍ଚ ସଭାପତି), ଭାରତ ଭୁଷଣ ଦୁର୍ଗା(ସମ୍ପାଦକ), ନିରଞ୍ଜନ ବାଗ (କୋଷାଧ୍ୟକ୍ଷ) ଜବାହରଲାଲ
Read More...
error: Content is protected !!