ଲଘୁ ଖଣିଜ ଚାଲାଣ ବେଳେ ୧୬ଟି ହାଇୱା ଜବତ

csstore

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ମଧ୍ୟ ଦେଇ ପ୍ରତିଦିନ ଅବାଧରେ ବାଲି, ପଥର ଏବଂ ମୋରମ ଚାଲାଣ ହେଉଥିବା ଖବର ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ନିୟୋଜିତ ସାଧାରଣ ପ୍ରତିରକ୍ଷା ବାହିନୀ ଏବଂ ଆଠଗଡ଼ ତହସିଲର ମିଳିତ ଚଢାଉରେ ୧୬ଟି ବାଲି, ମେଟାଲ୍, ବୋଲ୍ଟର ବୋଝେଇ ହାଇୱା ଜବତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.