Daily Archives

ବେଆଇନ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୩ଗାଡ଼ିକୁ ଜୋରିମାନା

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ତହସିଲ ଅଧିନରେ ଥିବା କଛାରପାଲି ଗାଁର ସୋନଗଡ଼ ନଦୀରୁ ଓଡି୦୩ଆର ୪୪୦୨(ମହିନ୍ଦ୍ରା), ଓଡି୦୩ଜେ ୫୬୬୦ (ସ୍ୱରାଜ) ଏବଂ ଓଡି୦୩ ଜି ୯୩୦୮ (ସ୍ୱରାଜ) ୩ଟିି ଟ୍ରାକ୍ଟରରେ ବାଳି ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

ଇଂରାଜୀ ଅଧ୍ୟାପକ ଶିଶିର ସାହୁ ରାଷ୍ଟ୍ରୀୟ ସଂସ୍କୃତ ମହାସମ୍ମେଳନରେ ସମ୍ମାନିତ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବାସିନ୍ଦା ତଥା ସାନଚେର ଗାଁର ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଭାଗରର ଅଧ୍ୟାପକ ଶିଶିର କୁମାର ସାହୁ, ଲୋକ ଭାଷା ପ୍ରଚାର ସମିତି ଦ୍ଵାରା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର,
Read More...

ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଆସନ୍ତାକାଲି, ଜାତୀୟ ଟିକାକରଣ ଦିବସ ଠାରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କ…

• ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ୧୨-୧୪ ବର୍ଷ ପିଲାମାନଙ୍କୁ ମାଗଣାରେ ଦିଆଯିବ କୋଭିଡ ଟିକା• କେବଳ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ଟିକାକରଣ ସୁନିଶ୍ଚିତ କରିବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ• ଯଥେଷ୍ଟ ଟିକା ମହଜୁଦ ରହିଛି; ୬୦ ବର୍ଷରୁ ଅଧିକ ଦୁର୍ବଳ ଜନସଂଖ୍ୟାଙ୍କ ବ୍ୟାପକ
Read More...

ପୌର ନିର୍ବାଚନ ପାଇଁ ଆଗାମୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟି ରଖି ଆଗାମୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ କରାଯିବାକୁ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ପାଇଁ ୪ ଦିନ ଧରି ଅବକାରୀ ବିଭାଗ ପକ୍ଷରୁ କଟକଣା
Read More...

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରତିଭା ପାଢ଼ୀଙ୍କ ବଡବଜାର ସ୍ଥିତ ନିଜ ବାସଭବନ ପରିସରରେ ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବରିଷ୍ଟ ସମାଜସେବୀ ଗୋବିନ୍ଦଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ
Read More...

ପାରମ୍ପରିକ ଖାଦ୍ୟ ଦେଶୀ ବିହନ ଏବଂ କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପାଞ୍ଚୟତ ପୀଠଠାରେ ନବନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେରଙ୍କ ପ୍ରତେକ୍ଷ ତତ୍ତ୍ୱବଧାନରେ ପରମ୍ପାରିକ ଖାଦ୍ୟ, ଦେଶୀ ବିହନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଂସ ଦରବାର ହୋଇ କଂସ ମହାରାଜା ଗ୍ରାମ ପରିଭ୍ରମଣ କରି ସମସ୍ତ
Read More...

ଦେଷଣ୍ଢ ଚାନ୍ଦିଲି ପାହାଡର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗର ୧ କୋଟି ଟଙ୍କାର ଅନୁଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବଣପାହାଡ ଘେରାରେ ରହିଛି ଅନେକ ମନୋରମ ପର୍ଯ୍ୟଟନସ୍ଥଳି । ଏଭଳି ସ୍ଥଳିର ବିକାଶ କରାଗଲେ ଜିଲ୍ଲା ଏକ ସରସ ଓ ସୁନ୍ଦର ଜିଲ୍ଲା ହୋଇପାରିବ । ରାଜ୍ୟ ସରକାର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ସ୍ଥଳିଗୁଡିକୁ ଇକୋଟୁରିଜମ୍‌ରେ ସାମିଲ କରି
Read More...

ପଥଚାରୀଙ୍କ ପାଇଁ ଖୋଲିଲା ଜଳଛତ୍ର କେନ୍ଦ୍ର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଡେଲାଙ୍ଗ କୋଠବାଡ ପଞ୍ଚାୟତର ଯୁବ ସରପଂଚ ତଥା ସମାଜସେବୀ ଦୀପକ୍ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଡେଲାଙ୍ଗ ଯୁବକ ସଂଘ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ ରଖି, ବଡ଼
Read More...

କାୟକଳ୍ପ ଟିମ୍‌ର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ସମୀକ୍ଷା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପାଇଁ ମଙ୍ଗଳବାର କାୟକଳ୍ପ ଟିମ ସଦସ୍ୟ ପହଂଚି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି । ମଧ୍ୟାହ୍ନରେ ଏହି ଟିମ୍ ପହଞ୍ଚିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
Read More...

ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକ : ବଲାଙ୍ଗିରରୁ ଭର୍ଚୁଏଲ୍‌ ମୋଡରେ ଯୋଗଦେଲେ ନରସିଂହ

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଦିଆଯାଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରୁ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କ
Read More...