Daily Archives

ଦୁର୍ନୀତିମୁକ୍ତ ପୌରପାଳିକା ଗଠନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ : ନରସିଂହ

ମିଲନୀ, ରଜନୀ ଏବଂ ପ୍ରଦୀପଙ୍କ ପାଇଁ ୱାର୍ଡ ନଂ ୩ ଓ ୧୧ରେ କଲେ ପ୍ରଚାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌର ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ୩ ପାଇଁ ପ୍ରାର୍ଥିନୀ ରଜନୀ ବନଛୋର ଓ ୱାର୍ଡ ନଂ୧୧ର ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କ ପାଇଁ
Read More...

କଂଟାବାଂଜି ଏନ୍‌ଏସିରେ ଜୋର ଧରିଲା ପ୍ରଚାର : ବିଜେଡି, ଭାଜପା ଓ କଂଗ୍ରେସର ୱାର୍ଡକୁ ୱାର୍ଡ ପ୍ରଚାର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସିର ୧୬ ଗୋଟି ୱାର୍ଡର କାଉନସିଲର ଏବଂ ଅଧ୍ୟକ୍ଷ ପଦବି ନିର୍ବାଚନୀ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ଦଳ ତରଫରୁ ୱାର୍ଡକୁ ୱାର୍ଡ ଯାଇ ପ୍ରତ୍ୟେକ ଭୋଟରଙ୍କୁ ନିଜ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ
Read More...

ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

କଳାହାଣ୍ଡି, (ପି.କେ.ସାହୁ) : ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର । ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ । ବିନା ଶିକ୍ଷାରେ ମଣିଷ ଅନେକ ସମୟରେ ଠକାମି ଭଣ୍ଡାମିର ଶିକାର ହେବାକୁ ପଡ଼ିଥାଏ । ଏ ଦିଗରେ ପ୍ରତ୍ୟେକ ବ୍ୟକ୍ତି ସାକ୍ଷର
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ଦେଓଗାଁ ବ୍ଲକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଦେଓଗାଁ ବ୍ଲକ କମିଟିର ଏକ ସମ୍ମିଳନୀ ଦେଓଗାଁ ଠାରେ ବ୍ଲକ ସଭାପତି ପ୍ରେମଲତା ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ବ୍ଲକ ସଂପାଦିକା ଅନୁପମା ସାଏ ପ୍ରାରମ୍ଭିକ ସୂଚନା ଦେଇ
Read More...

ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓଙ୍କ ବିଜୟ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ଇଲାକା ଡ଼ୁଡ଼ୁକାରଞ୍ଚା ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ବିଜୟ ହାସଲ କରିଥିବା ମନ୍ଦାକିନୀ ସିଂହଦେଓ ପରବର୍ତ୍ତୀ ସମୟରେ ମ.ରାମପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିଜେ
Read More...

ବିବେକାନନ୍ଦ କ୍ଲବରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଠାରେ ବିବେକାନନ୍ଦ କ୍ଲବ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ସହଯୋଗରେ ଆଜି ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ସମିତି ସଭ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ ପଣ୍ଡିରିଜୋର ଗ୍ରା.ପ.ରୁ ଜଣେ ଓ ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସରୋଜ ଖମାରୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ନିବାସୀ ଅବସରପ୍ରାପ୍ତ ଫରେଷ୍ଟର ସରୋଜ ଖମାରୀ (୭୫)ଙ୍କ ଆଜି ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ତାଙ୍କ ଦୁଇ ପୁତ୍ର, ଅଶୋକ, ଅମ୍ବରେଶ, ଝିଅ ସୀମା, ଜ୍ୱାଇଁ ବାବୁଲା, ବୋହୁ କମଳିନୀ, କଳ୍ପନା ଓ ତାଙ୍କ ବନ୍ଧୁବର୍ଗ
Read More...

ଛତ୍ରପୁର ଏନ୍ଏସିର ପୌର ଅଧ୍ୟକ୍ଷା ନିମନ୍ତେ ବିଜେଡି ପ୍ରାର୍ଥିନୀ ଟି.ଲଷ୍ମୀଙ୍କ ଭୋଟପ୍ରଚାର ଜୋରସୋର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ଏନ୍ଏସିର ପୌର ନିର୍ବାଚନ ନିମନ୍ତେ ଆଜି ଅନୁଷ୍ଠାନିକ ଭାବେ ପ୍ରଚାର ଗାଡିର ଶୁଭାରମ୍ଭ ହୋଇଛି । ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ କରକମଳରେ ନଡ଼ିଆ ଭାଙ୍ଗି ଶୁଭ-ମନସା ଯାଇଥିବା ବେଳେ ଛତ୍ରପୁର
Read More...

ଗ୍ରାମୀଣ ଦିନଦୟାଲ ଉପାଧ୍ୟାୟ ମାଧ୍ୟମରେ ଯୁବକ ଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଶିବିର ମେଳା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡିଡିୟୁ ଜିକେଓ ସିକ୍ୟୁରିଟି ଗାର୍ଡ ପାଇଁ ଯୁବକ ଯୁବତୀକୁ ନେଇ ଏକ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀମାନେ ଉପସ୍ଥିତ ଥିଲେ ।
Read More...