Daily Archives

ପୌର ପରିଷଦ ନିର୍ବାଚନ : ବରଗଡ଼ ମ୍ୟୁନିସିପାଲଟିରେ ସବୁ ଦଳ ନାମାଙ୍କନ ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପୌର ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । ୧୯ଟି ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷା (ସଂରକ୍ଷିତ
Read More...

ଗୁରୁଣ୍ଡିଆରେ ଫାଇଲେରିଆ ନିରାକରଣ ଅଭିଯାନ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଗୁରୁଣ୍ଡିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଚ୍ଚ ୭ରୁ ୧୬ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ଫୋଟୋ ଚିତ୍ରରେ
Read More...

ବିଶ୍ଵଶାନ୍ତି ମହାଯଜ୍ଞ ସମେତ ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ବାନ୍ଦୁଟିକ୍ରାରେ ସ୍ୱର୍ଗତ ଜଗଦାନନ୍ଦ ପଣ୍ଡାଙ୍କ ଏକ ଖୋଲା ପଡିଆଠାରେ ଦୀର୍ଘ ଦୁଇଦିନ ଧରି ବାନ୍ଦୁଟିକ୍ରାରେ ବସବାସ କରୁଥିବା ବ୍ରାହ୍ମଣମାନଙ୍କ ଉଦ୍ୟମରେ ବିଶ୍ଵଶାନ୍ତି ମହାଯଜ୍ଞ ତଥା ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସରିଲା ନାମାଙ୍କନ ପତ୍ର ଦାଖଲ ଅବଧି, ୯ରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ୨୪ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏଥିପାଇଁ ରାଜନୀତି ବେଶ୍‌ ସରଗରମ ରହିଛି । ପୌର ନିର୍ବାଚନ ପାଇଁ ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ସୀମା ରହିଥିଲା । ଏହି ନାମାଙ୍କନ ପ୍ରକ୍ରିୟା ୨ରୁ ଆରମ୍ଭ ହୋଇ ଆଜି ସମାପ୍ତ
Read More...

ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର !ମୋତେ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଅନେକ ଲୋକଙ୍କ ସହ କଥା ହେବାର ସୁଯୋଗ ମିଳିଲା, ବହୁତ ସନ୍ତୋଷ ଅନୁଭବ କଲି । ସରକାରଙ୍କ ପ୍ରୟାସର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଯେଉଁ ଲୋକମାନେ ଏହି ଅଭିଯାନରେ ନିୟୋଜିତ ରହିଛନ୍ତି, ମୁଁ ସେମାନଙ୍କ
Read More...

ବଲାଙ୍ଗିର ପୌର ପରିଷଦ ଚେୟାର୍‌ମେନ୍‌ ପଦବୀ ପାଇଁ ବିଜେପି ପକ୍ଷରୁ ନାମଙ୍କନ ପତ୍ର ଦାଖଲ କଲେ ସବିତା ବାର୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଚେୟାର୍‌ମେନ୍‌ ପଦବୀ ପାଇଁ ଆଜି ବିଜେପି ପକ୍ଷରୁ ନାମଙ୍କନ ପତ୍ର ଦାଖଲ କରିଛନ୍ତି ସବିତା ବାର୍ଲା । ସୂଚନାଯୋଗ୍ୟ ଯେ, ଶ୍ରୀମତୀ ବାର୍ଲା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ଅମନ ନାଗଙ୍କ ଧର୍ମପତ୍ନୀ ତଥା ସେ ଜଣେ
Read More...

ରୁଷ ରାଷ୍ଟ୍ରପତି ମାନ୍ୟବର ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମାନ୍ୟବର ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ୟୁକ୍ରେନ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ । ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବୁଝାମଣାର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ପୁଟିନ
Read More...

ପୁରୁଷଙ୍କ ସହ ସମକକ୍ଷ ହେବା ପରିବର୍ତ୍ତେ ସିଦ୍ଧାନ୍ତ ନେବାରେ ମହିଳାମାନେ ଦକ୍ଷ ହେବା ଉଚିତ

ଭୁବନେଶ୍ୱର, (ପିଆଇବି) : ମହିଳାମାନେ ସିଦ୍ଧାନ୍ତ ନେବା ପ୍ରକ୍ରିୟାର ଏକ ଅଂଶ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସୁମିତ୍ରା ପଟ୍ଟନାୟକ କହିଛନ୍ତି । ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର
Read More...

ନକଲି ୱେବସାଇଟ୍‌ ସମ୍ପର୍କରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍ (ଯେପରିକି www.sarvashiksha.online, https://samagra.shikshaabhiyan.co.in, https://shikshaabhiyan.org.in) ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ
Read More...

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୧୩ ଶହ ଭାରତୀୟ

● ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୭ ହଜାର ୪ଶହରୁ ଅଧିକ ଭାରତୀୟ ନୁଆଦିଲ୍ଲୀ, (ପିଆଇବି) : ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ଵତନ୍ତ୍ର ବେସାମରିକ
Read More...