Daily Archives

ସ୍ୱରବ୍ରହ୍ମର ଭଜନ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଅନୁଷ୍ଠାନ ସ୍ୱରବ୍ରହ୍ମ ପକ୍ଷରୁ ସେକ୍ଟର ୨୦ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଗୁରୁ ନରସିଂହ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ପ୍ରାଥମିକ ଉପଚାର ତାଲିମ ଶିବିର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ସହଯୋଗରେ ମହାରାଜା ହାଇସ୍କୁଲ ପରିସରରେ ୮ ଗୋଟି ଜିଲ୍ଲାର ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ
Read More...

୧୫ ଲକ୍ଷ ଲୁଟ ଅଭିଯୋଗ : ୫ ଲୁଟେରା ଗିରଫ

ସମ୍ବଲପୁର : ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିରେ ୧୫ ଲକ୍ଷ ଛଡାଇ ନେଇଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ କୁମାର ଦାସ, ଏ. ଅଜୟ, ଏ. କିରନ, ଦୀପକ କୁମାର ସାହୁ, ବି. ନଗିତା ଦାସ ବୋଲି ଜଣାପହିଛି । ସମସ୍ତ ଅଭିଯୁକ୍ତ ଗଂଜାମ ଜିଲ୍ଲାର ବୋଲି
Read More...

ସଡକ ଦୁର୍ଘଟଣା : ଟ୍ୟାଙ୍କର ଓଲଟି ରାସ୍ତାରେ ଭାସୁଛି ପେଟ୍ରୋଲ

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଡୋଳିଆମ୍ବ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡି ରାସ୍ତାରେ ତେଲ ଭାସୁଥିବା ଖବର ମିଳିଛି । ଏଥିସହ ରାସ୍ତା ମଝିରେ ଟ୍ୟାଙ୍କର ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିବା ଜଣାପଡିଛି ।
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : ଆଜି ପୂର୍ବାହ୍ନରେ ରାହାମାରେ ଅବସ୍ଥିତ ସାରଳା ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏହି କଲେଜରେ କାର୍ଯ୍ୟ କରିଥିବା ୬ ଜଣ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅବସରପ୍ରାପ୍ତ
Read More...

ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୨ ଗିରଫ

କଟକ : କଟକ ଲିଙ୍କରୋଡ ନିକଟରୁ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ପ୍ରାୟ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ବିହାରର ଛୋଟୁ କୁମାର ଗୌର ଓ ରଜନିକାନ୍ତ ପଣ୍ଡିତ ବୋଳି ଜଣାପଡିଛି
Read More...

ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର ବିଜେଡି କାଉନ୍‌ସିଲର୍‌ ପ୍ରାର୍ଥୀ ପୁଣି ସରିତା ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିବା ବେଳେ ପୁଣି ସରିତା ଦାଶ ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର ବିଜେଡି କାଉନ୍‌ସିଲର୍‌ ପ୍ରାର୍ଥୀ ହୋଇଛନ୍ତି । ନାରୀ ଶକ୍ତି ଫାଉଣ୍ଡେସନ୍‌ର ସଭାନେତ୍ରୀ ରହି ସୁଶ୍ରୀ ସରିତା ଦାଶ ସହରର ମହିଳାମାନଙ୍କୁ ନେଇ ବିଗତ
Read More...

କୁତୁର୍ଲା ଧ୍ରୁବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାଇକଲ ଷ୍ଟାଣ୍ଡ ଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ସ୍ଥିତ ଧ୍ରୁବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ସାଇକେଲ ଷ୍ଟାଣ୍ଡ ଉଦ୍‌ଘାଟିତ ହୋଇଯାଇଛି । ଏହି ସାଇକେଲ ଷ୍ଟାଣ୍ଡକୁ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଏଲିସ୍ ହରପାଲ୍ ମହାବିଦ୍ୟାଳୟକୁ ଦାନ କରିଥିବା ବେଳେ କସରତ
Read More...

ଲୋକଗୀତରେ ଅର୍ଜୁନ ନନ୍ଦ ଓ ଗଣ୍ଡାବଜା ଗବେଷକରେ ପ୍ରକାଶ ନନ୍ଦଙ୍କୁ ବିକେଏସ୍‌ଏସ୍‌ ପକ୍ଷରୁ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନ ୩ଟା ସମୟରେ ଦେଓଗାଁ ବ୍ଳକ କଳା ଓ ସଂସ୍କୃତି ସଂଘ ପକ୍ଷରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ପ୍ରକୋ‌ଷ୍ଠରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ କଳା ଓ ସଂସ୍କୃତି ସଂଘର ଉପସଭାପତି କଳାକାର ସୁଦାମ ବିଶି
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ପରିବେଶକୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସେକ୍ଟର ୨ ବସଷ୍ଟାଣ୍ଡ ଓ ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ମୁଖଭାଗ ଓ ଶ୍ରୀ ବଟେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।
Read More...