pakka

ବଲାଙ୍ଗିର ପୌର ପରିଷଦ ଚେୟାର୍‌ମେନ୍‌ ପଦବୀ ପାଇଁ ବିଜେପି ପକ୍ଷରୁ ନାମଙ୍କନ ପତ୍ର ଦାଖଲ କଲେ ସବିତା ବାର୍ଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଚେୟାର୍‌ମେନ୍‌ ପଦବୀ ପାଇଁ ଆଜି ବିଜେପି ପକ୍ଷରୁ ନାମଙ୍କନ ପତ୍ର ଦାଖଲ କରିଛନ୍ତି ସବିତା ବାର୍ଲା । ସୂଚନାଯୋଗ୍ୟ ଯେ, ଶ୍ରୀମତୀ ବାର୍ଲା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ଅମନ ନାଗଙ୍କ ଧର୍ମପତ୍ନୀ ତଥା ସେ ଜଣେ ବଲାଙ୍‌ଙ୍ଗିର ସହରର ଜଣାଶୁଣା ସମାଜସେବୀ ଓ ମେଳାପୀ ମହିଳା । ବିଜେପି ନେତା ଓ ସମର୍ଥକଙ୍କ ଏକ ବିରାଟ ପଟୁଆର ସହ ଶ୍ରୀମତୀ ବାର୍ଲା ଚେୟାର୍‌ମେନ୍‌ ପଦବୀ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି ।

jay balangir
Leave A Reply

Your email address will not be published.

15 + ten =