Yearly Archives

2022

ଓଡିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଲିମ୍ପିକ୍ସ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏବେଠାରୁ ପ୍ରସ୍ତୁତ କରାଯିବ । ଓଡିଶା ସରକାର ଭୁବନେଶ୍ୱର ଏବଂ ରାଉରକେଲାର ୯୦ଟି ସ୍କୁଲରେ "ଓଡିଶା ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା" କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମର ଲୋକାର୍ପଣ କରି…
Read More...

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଭିନ୍ନ ଗାଁରେ ପ୍ରଥପ୍ରାନ୍ତ ନାଟକ ପରିବେଷିତ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ…
Read More...

ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ "ମୁଖ୍ୟମନ୍ତ୍ରୀ ପୁରସ୍କାର" ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ…
Read More...

ଯୁବ ସମାଜସେବୀଙ୍କ ଦହି ସରବତ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଯୁବ ସମାଜ ସେବୀ ରଶ୍ମି ରଞ୍ଜନ ପ୍ରହରାଜ ଖରା ସମୟରେ ଲୋକଙ୍କ ପାଇଁ ଦହି ସରବତ ବଣ୍ଟନ କରିଥିଲେ । ପ୍ରତିବର୍ଷ ବିଭିନ୍ନ ସମୟରେ ବିଭିନ୍ନ ସମାଜସେବାରେ ନିଜକୁ ସାମିଲ୍ କଲେ ଆତ୍ମତୃପ୍ତି ମିଳେ ବୋଲି ଶ୍ରୀ ପ୍ରହରାଜ କହିଛନ୍ତି ।…
Read More...

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ସୁସ୍ଥ ବଜ୍ରକାପ୍ତା କୁ ନନ୍ଦନକାନନ ପଠାଯିବ ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ଅଧିନ କେରାଣ୍ଡି ଖୁଣ୍ଟିଠାରେ ଗତ ଶନିବାର ରାତିରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଏହି ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର କୁମାରଙ୍କୁ…
Read More...

କର୍ଣ୍ଣାଟକରେ ସଡକ ଦୁର୍ଘଟଣା : ୮ ମୃତ, ୨୮ ଆହତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଜଣ ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଗତକାଲି ପୁନେ-ବେଙ୍ଗାଲୁରୁ ରାଜପଥରେ ଗୋଟିଏ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ହୁବଲି କିମ୍ସି…
Read More...

କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ସେନାପତି, ବିଶିଷ୍ଟ ମାକ୍ସବଦୀ ତତ୍ୱବିତ୍, ପୂର୍ବତନ ଲୋକସଭା ସଭ୍ୟ ଓ ସିପିଆଇଏମ୍‌ର ପୁର୍ବତନ ରାଜ୍ୟ ସମ୍ପାଦକ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ସିପିଆଇଏମ୍‌ କଳାହାଣ୍ଡି ଜିଲ୍ଲା କମିଟି…
Read More...

ବାଗଦୋର ଗ୍ରାମ ପଞ୍ଚାୟତରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ବାଗଦୋର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଓ ସମ୍ବଲପୁର ନେତ୍ରାଳୟର ମିଳିତ ଉଦ୍ୟମରେ ଆଜି ୬୯ ଜଣଙ୍କ ଆଖି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪୧ ଜଣଙ୍କୁ ଚିହ୍ନଟ କରି ତାଙ୍କୁ…
Read More...

ପ୍ରେମିକଙ୍କୁ ପିଟି ପିଟି ମାରିଦେଲା ପ୍ରେମିକା

ନୋଏଡା : ୟୁପିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପ୍ରେମିକାଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଭାଇମାନଙ୍କ ସହିତ ମାଡ଼ ମାରିଥିଲେ । ଏହା ବ୍ୟତୀତ, ଏହି ପ୍ରେମିକା ଜଣକ ତାଙ୍କ ପ୍ରେମିକଙ୍କୁ ଜବରଦସ୍ତ ସଲଫାସ୍…
Read More...