Yearly Archives

2022

ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଫଳ ଓ ପନିପରିବାରେ ଉନ୍ନତ ଚାଷର ପ୍ରାଣାଳୀ ଉପରେ ସଚେତନତା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉଦ୍ୟାନ ବିଭାଗ ଓ ଖପ୍ରାଖୋଲ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଉନ୍ନତମାନର ଫଳ ଓ ପନିପରିବା ଚାଷର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ ଖପ୍ରାଖୋଲ ବ୍ଲକ…
Read More...

କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବରେ…
Read More...

ପଥରଚେପା ସ୍ଥିତ ଓଏଭି ସ୍କୁଲକୁ ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଚ୍‌ଏସ୍‌ଟି ପର୍ଯ୍ୟାୟର ଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ନିଆଯାଇଥିବା ପଥରଚେପା ସ୍ଥିତ ଓଏଭି ସ୍କୁଲକୁ ଆଜି ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଳାପାଳ ଶ୍ରୀ ରାଣା ପରିଦର୍ଶନ କରି ସ୍କୁଲର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ୧୦୦…
Read More...

କୋଭିଡ ସମୟରେ ନିଜ ପିତାମାତାଙ୍କୁ ହରାଇଥିବା ସ୍ନେହଲତା ଓ ତାଙ୍କ ସାନଭାଇଙ୍କୁ ସେମାନଙ୍କ ବାସଭବନରେ ଭେଟିଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ସମୟରେ ନିଜ ପିତାମାତାଙ୍କୁ ହରାଇଥିବା ସ୍ନେହଲତା ଓ ତାଙ୍କ ସାନଭାଇଙ୍କୁ ଆଜି ସେମାନଙ୍କ ବାସଭବନକୁ ଯାଇ ଭେଟିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ତେବେ ଉଭୟ ସ୍ନେହଲତା ଓ ତାଙ୍କ ସାନଭାଇଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ…
Read More...

ହରିଶଙ୍କର ଠାରେ ସର୍ବଭାରତୀୟ ବିଂଝାଲ ସମାଜର ଶୀତଳ ଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ଜ୍ୟେଷ୍ଠ ଷଷ୍ଠୀ କୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ମାତା ପାର୍ବତୀ (ମାଁ ବିନ୍ଧ୍ୟ ବାସିନୀ ) ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହି ଦିନ ହିଁ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା…
Read More...

ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କୋଇଲା ଭିତ୍ତିକ କାରଖାନାଗୁଡିକୁ ନିର୍ଦ୍ଦେଶ ଜାରି

ଦିଲ୍ଲୀ : (ପିଆଇବି) : ଶକ୍ତି ମନ୍ତ୍ରଣାଳୟ ଜେନକୋ ଗୁଡିକୁ ଧାରା-୧୧ ଅଧୀନରେ ବିଦ୍ୟୁତ ଶକ୍ତିର ଅତ୍ୟଧିକ ଚାହିଦା ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଜାରି କରିଛନ୍ତି । ବିଦ୍ୟୁତର ଅତ୍ୟଧିକ ଚାହିଦା ଓ କେତେକ ଅଞ୍ଚଳରେ ଏହା ନିଅଣ୍ଟ ଯୋଗୁଁ ଶକ୍ତି ଉତ୍ତୋଳନ ଯଥା ସମ୍ଭବ ଅଧିକ କରିବା ପାଇଁ…
Read More...

ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଏମ୍‌ଆଇଏଫ୍‌ଏଫ୍‌)୨୦୨୨ ରବିବାରଠାରୁ ଆରମ୍ଭ ହେବ

ଦିଲ୍ଲୀ : (ପିଆଇବି) : ୧୦୨ ପ୍ରାମାଣିକ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ଏଥିରେ ସ୍ୱର୍ଣ୍ଣ ଓ ରୌପ୍ୟ ଶଙ୍ଖ ପୁରସ୍କାର ପାଇଁ ପ୍ରତିଯୋଗିତା କରିବେ । ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଏମ୍‌ଆଇଏଫ୍‌ଏଫ୍‌) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର…
Read More...

ପତଞ୍ଜଳି ସହିତ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ଔଷଧୀୟ ଉଦ୍ଭିଦ ଗୁଡିକରେ ପରିପୂର୍ଣ୍ଣ ଆଦିବାସୀ ଅଂଚଳରେ ହର୍ବାଲ୍ ଔଷଧ ଆଜୀବିକା ମିଶନର ଏକ ଅଂଶ ହେବା ଉଚିତ୍ : ଶ୍ରୀ ଅର୍ଜୁନ ମୁଣ୍ଡାଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ସଂସ୍କୃତି, ଆଦିବାସୀ ଜ୍ଞାନ ଏବଂ ସେମାନଙ୍କର ପରମ୍ପରା ବିଷୟରେ ଜ୍ଞାନକୁ ବ୍ୟାପକ କରିବା ନିମନ୍ତେ ଜନଜାତି/ ଆଦିବାସୀ…
Read More...

ଯୁଗ୍ମ ଶ୍ରମ କମିଶନରଙ୍କ ସହ ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତିଙ୍କ ଆଲୋଚନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଠାରେ ଅବସ୍ଥାପିତ ରାଜ୍ୟ ଯୁଗ୍ମ କମିଶନର ଦିପ୍ତୀ ରଞ୍ଜନ ମହାନ୍ତିଙ୍କ ସହ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟତଃ ଶ୍ରୀ ରଥ…
Read More...

ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ତରଫରୁ ଶୁକ୍ରବାର ଦିନ ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା କରାଯାଇଥିଲା । ସରପଞ୍ଚ ଯଶୋବନ୍ତି ନାଏକ୍, ହେମନ୍ତ ବିଭାର, ନାଏକ ସରପଞ୍ଚ ସୌମିତ୍ରି ପଧାନ, ୱାର୍ଡ ମେମ୍ବର ରମେଶ ମହାପାତ୍ର, ଧନମାଲି ଭୋଇ, ସାଭେ ସାହୁ, କୁମଦିନି…
Read More...