Daily Archives

ଶପଥ ନେଲେ ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା

ଭୁବନେଶ୍ୱର : ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ଆଜି ଶପଥ ନେଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ପଦ ଓ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ
Read More...

ଗୋଁଣ୍ତ ମହାସଭାର ନୂତନ ଗୁଡି କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ଗୋଁଣ୍ତୱାନା ଗୋଁଣ୍ତ ମହାସଭା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଧୁମାଭଟା ଠାରେ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଦ୍ମପୁର ବ୍ଲକ, ପାଇକମାଲ ବ୍ଲକ, ଝାରବନ୍ଧ
Read More...

ଆନ୍ତଃଜିଲ୍ଲା କବାଡି ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା କ୍ରୀଡା ସାଂସଦର ଆନୁକୂଲ୍ୟରେ ୧୮/୧୨/୨୦୨୨ ତାରିଖରେ ଗାନ୍ଧୀ ଷ୍ଟାଡିମରେ ବରିଷ୍ଠ ବିଭାଗର ଉଭୟ ପୁରୁଷ ଓ ମହିଳାମାନଙ୍କର ଚୟନ ଶିବିର ଅନୁଷ୍ଠିତ ହେବ । ଇଚ୍ଛୁକ ପ୍ରତିଯୋଗୀ ସମୟ ୯ଟା
Read More...

ବଲାଙ୍ଗିର ତୈଳିକ ବୈଶ୍ୟ ସମାଜ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର ତୈଳିକ ବୈଶ୍ୟ ସମାଜ ଏବଂ ଯୁବ କମିଟିର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ନଗର ସଭାପତି ରେବତୀକାନ୍ତ ସାହୁ, ସଂପାଦକ ଧୃବଚରଣ
Read More...

ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିନର ସନ୍ଧ୍ୟାରେ ଦାରିଙ୍ଗବାଡି ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲ୍‌ ରୋଡ଼ ନିକଟରେ ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ରବିବାର ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସ ମ୍ୟାଚରେ ରେଡ୍ଡୀ ସିକ୍ସ ଦଳକୁ ହରାଇ ପାୱାର ସିକ୍ସ ୨-୦ ସେଟରେ ବିଜୟୀ ଲାଭ କରିଛି । ସେହିପରି ଦ୍ୱିତୀୟ
Read More...

ରାମଜୀ ନାଟକ ସଂସଦ ଦ୍ୱାରା ରାମଲୀଳା ପାଇଁ ପ୍ରସ୍ତୁତି ବୈଠକ

ଜାନୁୟାରୀ ପହିଲାରୁ କଳାକାର ଚୟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରାତନ ରାମଲୀଳା ନାଟକ ସଂସ୍ଥା ରାମଜୀ ନାଟକ ସଂସଦ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ବୈଠକରେ ଆବାହକ ଚିଦାନନ୍ଦ ବେହେରା ସଭା ଆରମ୍ଭ କରିଥିଲେ ।
Read More...

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଲା ଭବନ ବଲାଙ୍ଗିର ଠାରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମା' ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀ ଦେବୀଙ୍କର ପୂଜାର୍ଚ୍ଚନା କରାଯାଇ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ବିବେଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥାପିତ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୁଣି ଥରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସେହିପରି
Read More...

ଉପାନ୍ତ ମାଓ ପ୍ରବଣ ମହଖଣ୍ଡରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

୧୬୨ଟି ବିଭିନ୍ନ ମାମଲାର ବିଚାର କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତଥା ପଡୋଶୀ ନୂଆପଡା ଜିଲ୍ଲାର ସୀମାନ୍ତ ମାଓ ପ୍ରବଣ ଅଂଚଳ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ସୋମବାର ଦିନ ପଂଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠତ
Read More...

କଣ୍ଟାବାଞ୍ଜି ପୋଲିସକୁ ମିଳିଲା ବଡ଼ ସଫଳତା : ନିଖୋଜ ୬ଟି ମୋବାଇଲ ଫୋନକୁ ଉଦ୍ଧାର କରି ମାଲିକଙ୍କୁ କଲା ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ନିଖୋଜ ମୋବାଇଲ ଫୋନ୍‌କୁ ନେଇ ଥାନାରେ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୋଲିସ ମାମଲା ରୁଜୁ କରି ଆଜି ଭିନ୍ନ ଭିନ୍ନ ସ୍ଥାନରୁ ନିଖୋଜ ୬ଟି ମୋବାଇଲ ଫୋନ ଉଦ୍ଧାର କରି ନିଜ ନିଜ ମାଲିକ
Read More...