Daily Archives

ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନ ପକ୍ଷରୁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ହିରାପୁର ପଞ୍ଚାୟତର ମାଣ୍ଡିଆପଦର ଗାଁ ଠାରେ ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେଡିର ବରିଷ୍ଠ ନେତା ନିହାର ରଞ୍ଜନ ବେହେରା ଖେଳାଳୀ
Read More...

ହରିଶଙ୍କରରେ ୨୦୦୩ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ତୁରେକେଲା, (କୈଳାଶ ସଗ୍ରିଆ) : ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ କଂଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୨୦୦୩ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କଂଟାବାଞ୍ଜି ତଥା ଆଖ ପାଖ ଗାଁର ୨୦୦୩ ମ୍ୟାଟ୍ରିକ ବ୍ୟାଚର
Read More...

ଧାମରା ସଂଘ ପକ୍ଷରୁ କାନ୍ତକବିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଛେଣ୍ଡ୍‌ କଲୋନୀରେ ଥିବା ଧାମରା ସଂଘ ପକ୍ଷରୁ କାନ୍ତକବିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୫ତମ ଜୟନ୍ତୀ ପାଳିତ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ୧୭ ଗୋଟି ଅଭିଯୋଗର ତୁରନ୍ତ ସମାଧାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ
Read More...

ଡୁଡ଼କିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁଡକିବାହାଲର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ବହୁ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଡୁଡକିବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପଣ୍ଡାଙ୍କ
Read More...

ଭାଷା ପ୍ରତିଷ୍ଠାନ ଓ ଭାଷା ସୁରକ୍ଷା ସଂସ୍ଥାନ ବ୍ରହ୍ମପୁର ଶାଖାର ମିଳିତ ଆନୁକୂଲ୍ୟରେ ପୋଥିପୁରୁଷ ପ୍ରଫେସର ସୁଦର୍ଶନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଉତ୍କଳ ଆଶ୍ରମ ପରିସର ମଧ୍ୟରେ ଭାଷା ପ୍ରତିଷ୍ଠାନ (ପୋଲସରା) ଓ ଭାଷା ସୁରକ୍ଷା ସଂସ୍ଥାନ ବ୍ରହ୍ମପୁର ଶାଖାର ମିଳିତ ଆନୁକୂଲ୍ୟରେ ପୋଥିପୁରୁଷ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ ସଭା ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବାଗମୁଣ୍ଡା ଗାଁରେ ହେବାକୁ ଥିବା ଧନୁଯାତ୍ରା ପାଇଁ କଂସ ବରଣ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ବାଗମୁଣ୍ଡା ଗ୍ରାମରେ ଆସନ୍ତା ୨୨ତାରିଖରୁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ମହୋତ୍ସବରେ କଂସ ଭୂମିକାରେ ଲାଠୋର ମା' ମଙ୍ଗଳା ନାଟ୍ୟକଲା ପରିଷଦର ସୁଶାନ୍ତ ମେହେର ଅଭିନୟ କରିବେ ଓ ମନ୍ତ୍ରୀ ଭାବରେ ହିମାଂଶୁ ମେହେର
Read More...

ବେଲଗାଁ ମଣ୍ଡିରେ କଟନି ଛଟନି ନେଇ ଅଭିଯୋଗ କଲେ ଚାଷୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେନଣ୍ଡରାବନ୍ଦ ପେସ୍କର ବେଲଗାଁ ଧାନ ମଣ୍ଡୀରେ ୪ରୁ୫ କେଜି ଧାନ କଟନି ଛଟନି ହେଉଥିବା ଅଭିଯୋଗ ହେଉଛି । ଚାଷୀ ତୁଣ୍ଡର ଝାଳ ମୁଣ୍ଡରେ ମାରି କଷ୍ଟ କରି ଧାନ ଅମଳ କରୁଛି କିନ୍ତୁ ବିକ୍ରି ସମୟରେ ମିଲର୍ସ ମାଲିକ ମାନେ
Read More...

ପୁଣି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ମୋବାଇଲ୍ ଚୋରି, ଥାନାର ଦ୍ୱାରସ୍ଥ ହେଲେ ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ କିଛି ଦିନ ତଳେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି ହୋଇଥିବା ବେଳେ ଏହାକୁ ନେଇ ଥନାରେ ଏତଲା ହୋଇଥିଲା । ତେବେ ଆଜି ପୁଣି ଥରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ଼ରେ ଜଣେ ରୋଗୀଙ୍କ
Read More...

ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡି କର୍ମଚାରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ଓାର୍କସ ଏସୋସିଏସନ୍‌ ଶାଖାର ପୁଇଁନ୍ତଲା ବ୍ଲକର ଅଙ୍ଗନୱାଡି କର୍ମଚାରୀ ମାନେ ଆଜି ଆଠ ଦଫା ଦାବୀକୁ ନେଇ ବ୍ଲକ ପରିସରରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ଧାରଣା ବସିଥିବା ପୁଇଁନ୍ତଲା ବ୍ଲକ ଅଙ୍ଗନୱାଡି ସଭାନେତ୍ରୀ କ୍ରିଷ୍ଣା
Read More...
error: Content is protected !!