Daily Archives

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ…
Read More...

ବଲାଙ୍ଗିର-ସୋନପୁର ରାସ୍ତା ସ୍ଥିତ ସାତମାଇଲ ଠାରେ ଟ୍ରକ ଓଲଟି ଚାଳକ ସମେତ ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଳଚେର ଠାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବଲାଙ୍ଗିର-ସୋନପୁର ରାସ୍ତା ସ୍ଥିତ ସାତମାଇଲ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଚାଳକ ଓ ହେଲପର ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା…
Read More...

ଖୁଣ୍ଟପାଲି ଠାରେ ଲୋୟର ସୁକତେଲ ବିସ୍ଥାପିତ ଓ ପୋଲିସ ପ୍ରଶାସନ ମୁହାଁମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଖୁଣ୍ଟପାଲି ଠାରେ ପୋଲିସ ପ୍ରଶାସନ ଓ ଖୁଣ୍ଟପାଲିର ଲୋୟର ସୁକତେଲ ବିସ୍ଥାପିତ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନସୁାରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲିକୁ ଉଚ୍ଛେଦ ପାଇଁ…
Read More...

ଗଣମାଧ୍ୟମର ଆରମ୍ଭ ଓ ଭୂମିକା

ଆମ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା । ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଦିନଟି ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ ।…
Read More...

ରାତି ଅଧାରେ ଲୁଟିନେଲେ ସରକାରୀ ସମ୍ପତ୍ତି : ସାଧାରଣରେ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଶ୍ମଶାନ ନିକଟସ୍ଥ ଋଷିକୁଲ୍ୟା ନଦୀ ଘାଟ ମଧ୍ୟରୁ ଜେସିବି ଲଗାଇ ଲକ୍ଷ୍ୟାଧିକ ପରିମାଣର ବାଲି ଋଷିକୂଲ୍ୟା ଗର୍ଭ ମଧ୍ୟରୁ ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତ୍ରରେ ଏହି ବାଲି ଉତ୍ତୋଳନ…
Read More...

ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଗୀ କଲ୍ୟାଣ ବିଭାଗ ସହ ଆଲୋଚନା କରି ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ସରକାରୀ ଡାକ୍ତରଖାନାର ପରିଦର୍ଶନ କରିଛନ୍ତି ।
Read More...

ଆଜି ପବିତ୍ର ପ୍ରଥମାଷ୍ଟମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ…
Read More...

ନିଜ ଗ୍ରାମରେ ବୁଲି ଭାବ ବିହ୍ୱଳ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଣିହାଁ, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଏନ୍‌ଟିପିସି ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ପୈତୃକ ଗ୍ରାମ ନାଲମକୁ ଗସ୍ତ କରିଥିଲେ । ସେଠାରେ ପ୍ରଭୁ ନୃସିଂହ ଠାକୁରଙ୍କୁ ଦର୍ଶନ କରିବା ସହ ସପରିବାର ପୂଜା ଅର୍ଚ୍ଚନା କରିଥିଲେ ।…
Read More...

ଓଡ଼ିଶାରେ ସମ୍ବାଦପତ୍ରର ପ୍ରକାଶନ ଧାରା

ରବି ରଥ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଓଡ଼ିଶାରେ ପ୍ରଥମେ ୧୮୬୬ ମସିହାରେ ଆନୁଷ୍ଠାନିକ ଭାବେ ‘ଉକ୍ରଳ ଦୀପିକା’ ନାମରେ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେଇ ବର୍ଷଟି ଥିଲା ଓଡ଼ିଶା ପାଇଁ ଏକ ଦୁଃଖଦ ବର୍ଷ । ସେତେବେଳେ ଓଡ଼ିଶା ବୋଲି କୌଣସି ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଯାଆଁଳା ତୋଟା ପୁସ୍ତକ ପ୍ରଦାନ କଲେ କାଳନ୍ଦୀ ସାମଲ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦୀ ସାମଲ ଭେଟି ସାକ୍ଷାତ ଆଲୋଚନା କରି ତାଙ୍କ ଦ୍ୱାରା ଲିଖିତ ବହୁ ଆଦୃତ ପୁସ୍ତକ…
Read More...