pakka

ଖୁଣ୍ଟପାଲି ଠାରେ ଲୋୟର ସୁକତେଲ ବିସ୍ଥାପିତ ଓ ପୋଲିସ ପ୍ରଶାସନ ମୁହାଁମୁହିଁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଖୁଣ୍ଟପାଲି ଠାରେ ପୋଲିସ ପ୍ରଶାସନ ଓ ଖୁଣ୍ଟପାଲିର ଲୋୟର ସୁକତେଲ ବିସ୍ଥାପିତ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନସୁାରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲିକୁ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଏହାକୁ ବିରୋଧ କରି ପୋଲିସ ପ୍ରଶାସନ ସହ ମୁହାଁମୁହିଁ ହୋଇ ଗାଁକୁ ଯିବା ପାଇଁ ରାସ୍ତା ଛାଡି ନଥିଲେ ବିସ୍ଥାପିତମାନେ । ଅନ୍ୟପଟେ ବକେୟା କ୍ଷତିପୂରଣ ଦାବୀ କରି ମଧ୍ୟ ଆନ୍ଦୋଳନରେ ବସିଥିଲେ ବସ୍ଥାପିତମାନେ ବୋଲି ଜଣାପଡିଛି ।

Leave A Reply

Your email address will not be published.

two × 5 =