pakka

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଯାଆଁଳା ତୋଟା ପୁସ୍ତକ ପ୍ରଦାନ କଲେ କାଳନ୍ଦୀ ସାମଲ

bbehera

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦୀ ସାମଲ ଭେଟି ସାକ୍ଷାତ ଆଲୋଚନା କରି ତାଙ୍କ ଦ୍ୱାରା ଲିଖିତ ବହୁ ଆଦୃତ ପୁସ୍ତକ ଯାଆଁଳା ତୋଟା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ଏହି ପୁସ୍ତକଟି ଦୁଇବର୍ଷ ପୂର୍ବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ରାଜ୍ୟପାଳ ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା ।

jay balangir
Leave A Reply

Your email address will not be published.

four × 3 =