କେନ୍ଦୁଝର ଜିଲ୍ଲାରେ ସଫଳ ପରିକ୍ରମା କରିଛି ଅହିଂସା ରଥ
ଭୁବନେଶ୍ୱର, (କେପିଏନ୍ଏସ୍) : କେନ୍ଦୁଝର ଜିଲ୍ଲାରେ ଅହିଂସା ରଥ ସଫଳ ପରିକ୍ରମା କରିଛି । ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିବା ବେଳେ ଆନନ୍ଦପୁର ପୌରାଞ୍ଚଳରେ ଛାତ୍ରଛାତ୍ରୀଙ୍କ ବିଶାଳ ପଦଯାତ୍ରା ଦେଖିବାକୁ ମିଳିଥିଲା । ଆଜି ଦୁଇଟି ରଥ ମୟୁରଭଞ୍ଜ!-->…
Read More...
Read More...